ପଟିଦିଅଁରେ ପୂଜା ପାଇଲେ ତିନି ଠାକୁର

0 92

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜଗନ୍ନାଥ ମନ୍ଦିରରେ ପଟିଦିଅଁ ରେ ତିନିଠାକୁର ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସକାଳେ ଓ ସନ୍ଧ୍ୟାରେ ଠାକୁରଙ୍କ ନୀତିକାନ୍ତି ପୂଜା ଓ ସନ୍ଧ୍ୟା ଆଳତୀ ଦର୍ଶନ ସକାଶେ ସାମାଜିକ ଦୂରତା ରକ୍ଷା କରି ଭକ୍ତ ଠାକୁର ଦର୍ଶନ କରୁଛନ୍ତି। କୋଭିଡ଼ 19 ନୀୟମ ଅନୁଯାୟୀ ମନ୍ଦିରର ନୀତିକାନ୍ତି ସହ ପୂଜାର୍ଚ୍ଚନା ମଧ୍ୟ ଚାଲିଛି । ପ୍ରକାଶ ଥାଉ କି ତିନିଠାକୁରଙ୍କ ସ୍ନାନଯାତ୍ରା ପରେ ଠାକୁର ଅଣସର ଘରେ ରହିବା ଦ୍ଵାରା ବର୍ତ୍ତମାନ ପଟି ଦିଅଁରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।

hiranchal ad1
Leave A Reply

Your email address will not be published.

eighteen − 11 =