ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ ଗାଡି,7ଜଣ ଆହତ

0 669

କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମିଡିଆକିଆ ଘାଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ ଗାଡି,ସାତଜଣ ଆହତ। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ରେ ଭର୍ତ୍ତି କରାଇଛନ୍ତି ।

hiring

ଆହତଙ୍କ ମଧ୍ୟରେ ଦୁଇଜଣ ପୁରୁଷଙ୍କ ସହ ପାଞ୍ଚଜଣ ମହିଳା ଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ କ.ନୂଆଗାଁ ଥାନା ସାଇନପଡା ଅଂଚଳ ରୁ ମିଡ଼ିଆକିଆ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ଘାଟିରେ ଭାରସାମ୍ୟ ହରାଇ ଟାଟା ମେଜିକ ଗାଡିଟି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

8 + ten =