କରୋନା ପାଇଁ ହ୍ରାସ ପାଇବ ପାଠ୍ୟକ୍ରମ

0 121

ଭୁବନେଶ୍ୱର ୨୨ ।୭: ଚଳିତ ବର୍ଷ କରୋନା ପାଇଁ ଗତ ମାର୍ଚ୍ଚ ମାସରୁ ରାଜ୍ୟର ସ୍କୁଲକଲେଜଗୁଡିକ ଏବେ ଛୁଟି ଅଛି । ଆସନ୍ତା ଅଗଷ୍ଟ ୩୧ ତାରିଖ ଯାଏଁ ଏହି ଛୁଟି ଚାଲୁ ରହିବ । ଏହାପରେ ମଧ୍ୟ ସ୍କୁଲକଲେଜଗୁଡିକ ଖୋଲିବ କି ନା ତାହାର ଗ୍ୟାରେଣ୍ଟି ଦେଇହେବ ନାହିଁ । ଏଭଳି ସ୍ଥିତିରେ ସ୍କୁଲକଲେଜଗୁଡିକର ପାଠ୍ୟକ୍ରମକୁ ହ୍ରାସ ପାଇଁ ନିଷ୍ପତ୍ତି କରାଯାଇଛି । ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ କେତେ ପ୍ରତିଶତ ଶୀଳାବସ ହ୍ରାସ କରାଯିବ ଏଥିନେଇ ଏସ୍‌ସିଇଆର୍‌ଟି ବିଶେଷଜ୍ଞ କମିଟି ଏବଂ ଯୁକ୍ତଦୁଇ ପିଲାଙ୍କ ପାଠ୍ୟକ୍ରମ ପାଇଁ ସିଏଚ୍‌ଏସ୍‌ଇ କମିଟି ନିଷ୍ପତ୍ତି ନେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − eighteen =