ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ

ଭୁବନେଶ୍ୱର: ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ। ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକଙ୍କୁ ନିଲମ୍ବିତ କରାଯାଇଛି। ବିଞ୍ଜେଶ ରଞ୍ଜନଙ୍କୁ ରାଜସ୍ବ ବିଭାଗ ନିଲମ୍ବନ କରିଥିବା ଜଣାପଡ଼ିଛି। ସେ ଜଟଣୀ ସବ ରେଜିଷ୍ଟ୍ରାର ଥିବାବେଳେ ବେଆଇନ କାମ ଅଭିଯୋଗରେ ନିଲମ୍ବିତ
Read More...

୫ ଯାଏ ପ୍ରବଳ ବର୍ଷା 

ଭୁବନେଶ୍ୱର: ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲାକୁ ଅରେଞ୍ଜ ୱାର୍ନିଂ
Read More...

ମେଟ୍ରୋରେ ଜମୁଛି ସାରା ଓ ଆଦିତ୍ୟଙ୍କ ଲଭ୍ କ୍ୟାମେଷ୍ଟ୍ରି

ଆଦିତ୍ୟ ରୟ କପୁର ଏବଂ ସାରା ଅଲି ଖାନ ନୂତନତମ ଅନ-ସ୍କ୍ରିନ୍ ଦମ୍ପତି ଭାବରେ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି। ସେମାନଙ୍କର ଆଗାମୀ ଫିଲ୍ମ ମେଟ୍ରୋ ଇନ୍ ଡିନୋର ପ୍ରମୋସନ୍ କରିବା ସମୟରେ, ଦୁହିଁଙ୍କ ମିଠା ବନ୍ଧୁତା - ବିଶେଷକରି କୋଲକାତାର ପ୍ରତିଷ୍ଠିତ ହଳଦିଆ ଟ୍ୟାକ୍ସି ଉପରେ କଏଦ ହୋଇଥିବା
Read More...

ଆଜି ଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନୀତି , ନନ୍ଦିଘୋଷ ଚକ ଭାଙ୍ଗିବେ ମା ଲକ୍ଷ୍ମୀ

ସାରା ବିଶ୍ୱ ଆଜି ଦେଖିବ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ। ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରାରେ ଏହାକୁ ସ୍ଥାନ ଦେଇଛନ୍ତି ମହାପ୍ରଭୁ। ଆଜି ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହେବ ହେରାପଞ୍ଚମୀ ନିତି । ବିଧିପରମ୍ପରା ପୂର୍ବକ ଆଡପମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ
Read More...

Venkaiah Naidu Birthday: ୭୬ ବର୍ଷରେ ପଦାର୍ପଣ କଲେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ , ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ- ଆଜି ଅର୍ଥାତ ୧ ଜୁଲାଇରେ ଭାରତର ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ତାଙ୍କର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ଭେଙ୍କେୟା ନାଇଡୁ ସର୍ବଦା ଜାତୀୟ ସେବା ଏବଂ ଜନସେବାକୁ ସର୍ବୋପରି ରଖିଛନ୍ତି। ସେ ରାଜନୀତିର ପ୍ରାରମ୍ଭିକ ଦିନଠାରୁ ଉପରାଷ୍ଟ୍ରପତିର ଶୀର୍ଷ ପଦବୀ ପର୍ଯ୍ୟନ୍ତ
Read More...

କମିଲା ଗ୍ୟାସ ଦର, ଆଜିଠାରୁ ଏହି ସବୁ ଦର ବଢିଲା

ନୂଆଦିଲ୍ଲୀ: ପ୍ରତି ମାସରେ କିଛି ନା କିଛି ନୂଆ ପରିବର୍ତ୍ତନ ଆସୁଛି। ଏହି କ୍ରମରେ, ଆଜି ଅର୍ଥାତ ୧ ଜୁଲାଇ ଠାରୁ, ଏପରି କିଛି ନିୟମ ପରିବର୍ତ୍ତନ କରାଯାଉଛି ଯାହା ଆପଣଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇପାରେ। ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରେ ATM ରୁ ଅଧିକ ଟଙ୍କା ଉଠାଣ ଉପରେ ଚାର୍ଜ,
Read More...

ଜୁଲାଇ ୧୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ଜୁଲାଇ ୧୪ ତାରିଖରେ ସେ ଓଡ଼ିଶା ଆସିବେ ବୋଲି ଜଣାପଡିଛି। ରାଷ୍ଟ୍ରପତି ଭୁବନେଶ୍ୱର ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ୧୫ରେ କଟକର ବିଭିନ୍ନ କାର୍ଯ୍ୟକ୍ରମରେ
Read More...

ପ୍ରଧାନଶିକ୍ଷକ ରମାକାନ୍ତ ପ୍ରଧାନଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ବାରକୋଟ: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅଧିନ ବଲଣ୍ଡା ଗ୍ରାମପଞ୍ଚାୟତ ର ସ୍ୱସ୍ତିକ ଉଚ୍ଚପ୍ରାଥମି ବିଦ୍ୟାଳୟର ଶିକ୍ଷକ ରମାକାନ୍ତ ପ୍ରଧାନଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ସୋମବାର ଦିନ ସ୍ୱସ୍ତିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ଼୍ୟ ତଥା ଭାବବିହ୍ବଳ ପରିବେଶ ଭିତରେ
Read More...

ସୂଚନା ଅଧିକାର କର୍ମୀଙ୍କ ଦ୍ବାରା ପ୍ରଶିକ୍ଷଣ ଶିବିର ଆୟୋଜିତ

କଟକ ଜିଲ୍ଲାର ଚୌଦ୍ୱାର ଅନ୍ତର୍ଗତ ମୁଣ୍ଡମାଳ ଅଞ୍ଚଳରେ ଥିବା ଝୋଟେଶ୍ୱର ମନ୍ଦିର ପରିସରରେ ଏକ ସୂଚନା ଅଧିକାର ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ରାଜ୍ୟସ୍ତରୀୟ ଅତିଥିମାନେ ଯୋଗଦେଇ ସୂଚନା ଅଧିକାର ଆଇନ ବିଷୟରେ ମତ ଦେଇଥିଲେ । ଚୌଦ୍ୱାର ମୁଣ୍ଡମାଳ ଅଞ୍ଚଳରେ ଅବସ୍ଥିତ ଝୋଟେଶ୍ୱର
Read More...

ଗଜପତିରେ ଜିଲ୍ଲାସ୍ତରୀୟ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

ଗଜପତି (ହୀ.ପ୍ର.) ଗଜପତିରେ ଜିଲ୍ଲାସ୍ତରୀୟ ୧୯ତମ ଜାତୀୟ ପରିସଂଖ୍ୟାନ ଦିବସ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଦିବସରେ ସମ୍ମାନିତ ଅତିଥି ଭାବରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡା, ବ୍ରହ୍ମପୁର
Read More...