ଗଜପତିରେ ଜିଲ୍ଲାସ୍ତରୀୟ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

ଗଜପତି (ହୀ.ପ୍ର.) ଗଜପତିରେ ଜିଲ୍ଲାସ୍ତରୀୟ ୧୯ତମ ଜାତୀୟ ପରିସଂଖ୍ୟାନ ଦିବସ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଦିବସରେ ସମ୍ମାନିତ ଅତିଥି ଭାବରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡା, ବ୍ରହ୍ମପୁର
Read More...

ଗଜପତି ଜିଲ୍ଲା ଭିଜନ ଡକ୍ୟୁମେଣ୍ଟ ୨୦୩୬, ନାଗରିକ ମଞ୍ଚର ଆଲୋଚନା ଚକ୍ର

ଗଜପତି (ହୀପ୍ର) : ଗଜପତି ଜିଲ୍ଲା ନାଗରିକ ମଞ୍ଚ ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶାରଳା ଦେବ ପଟ୍ଟନାୟକ, ଅଶ୍ୱିନୀ କୁମାର ପାଢୀ, ଉପାନ୍ତ
Read More...

ବୌଦ୍ଧରେ ଓଡ଼ିଶା ସାହିତ୍ୟ ଏକାଡେମୀର ସାରସ୍ୱତ ସମାବେଶ

ବୌଦ୍ଧ ଜିଲ୍ଲା ସଦର ମହକୁମା ଟାଉନହଲ ଠାରେ ଓଡ଼ିଆ ସାହିତ୍ୟ ଏକାଡେମୀର ଏକ ଦିବସୀୟ ସାରସ୍ୱତ ଆସର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଛି । ଏହି ସାରସ୍ୱତ ସମାବେଶକୁ କନ୍ଧମାଳ ସାଂସଦ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ସାମଲ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ
Read More...

କଛପ ଓ ମତ୍ସ୍ୟ ଅବତାରରେ ଦର୍ଶନ ଦେଲେ ଶ୍ରୀ ଜିଉ 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡ଼ି ଠାରେ ଆଜି ଠାକୁରଙ୍କର ମତ୍ସ୍ୟ ଓ କଚ୍ଛପ ଅବତାର ଦେଖିବା ପାଇଁ ଭକ୍ତଙ୍କ ସୁଅ ଛୁଟିଛି । ପାଗ ଅନୁକୂଳ ଥିବାରୁ ପୁରପଲ୍ଲୀରୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ଏହି ଦଶ ଦିନ ଠାକୁରଙ୍କୁ ଦର୍ଶନ କଲେ ପୁଣ୍ୟ ମିଳେ ବୋଲି
Read More...

ବରଗଡ଼ରେ ଗରିବ କଲ୍ୟାଣ ଓ ବିକାଶ ସମାବେଶ ଅନୁଷ୍ଠିତ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବରଗଡ ଆରଏମସି ପଡିଆ ଠାରେ ଗରିବ କଲ୍ୟାଣ ଏବଂ ବିକାଶ ସମାବେଶ ଅନୁଷ୍ଠିତ ହୋଇଛି । ସମାବେଶରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସହ ଓଡ଼ିଶାର ଉଚ୍ଚଶିକ୍ଷା,କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ
Read More...

ଘୋଟି ଆସିଲା ଅନ୍ଧାର, ଆଜିଠାରୁ ଏହି ତାରିଖ ଯାଏ ରାଜଧାନୀରେ ହେବ…

ରାଜଧାନୀ ଦିଲ୍ଲୀ ଆକାଶରେ ହଠାତ୍‌ ମାଡ଼ିଆସିଲା ଅନ୍ଧାର ଏବଂ ଏହାପରେ ପ୍ରବଳ ବର୍ଷା ଫଳରେ ପାଣିରେ ବୁଡ଼ିଲା ରାଜଧାନୀ । ଯଦିଓ ଏନ୍‌ସିଆର ଅଞ୍ଚଳର ବାସିନ୍ଦାମାନଙ୍କୁ ଗରମ ଏବଂ ଆର୍ଦ୍ରତାରୁ ମୁକ୍ତି ମିଳିଛି ମାତ୍ର ଝଡ଼ବର୍ଷା ଯୋଗୁ ଅନେକ ସମସ୍ୟା ଭୋଗ କରିଛନ୍ତି ରାଜଧାନୀବାସୀ । ଦିଲ୍ଲୀ
Read More...

ଶୁଭାଂଶୁଙ୍କ ସହ ଭିଡିଓ କଲରେ କଥା ହେଲେ ପ୍ରଧାନମନ୍ତ୍ରୀ, କହିଲେ…

ISSରେ ପହଞ୍ଚିବା ପରେ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ଭିଡିଓ କନଫରେନ୍ସ ମାଧ୍ୟମରେ ୧୮ ମିନିଟ୍ ଧରି ମୋଦି ଶୁଭାଂଶୁଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ମହାକାଶରେ ପତାକା ଉଡାଇ ଗର୍ବ ଅନୁଭବ କରିଥିବା ମୋଦିଙ୍କୁ ସେ କହିଛନ୍ତି ।
Read More...

ଶରଧାବାଲିରେ ଠେଲାପେଲା ଓ ଦଳାଚକଟାରେ ୩ ଭକ୍ତଙ୍କ ମୃତ୍ୟୁ

ପୁରୀ- ଶରଧାବାଲିରେ ଠେଲାପେଲା ଓ ଦଳାଚକଟାରେ ୩ ଭକ୍ତଙ୍କ ମୃତ୍ୟୁ ହୋଇଛି । ରଥ ସମ୍ମୁଖରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ଆଜି ଭୋର ୪ଟା ୨୦ରେ ଏହି ଅଘଟଣ ଘଟିଛି। ପହଡ଼ ଖୋଲିବା ନେଇ ଭିଡ଼ ଲାଗିଥିଲା । ଅତ୍ୟଧିକ ଭିଡ଼ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ମୃତକମାନେ ହେଲେ
Read More...

ବାଲିଗୁଡାରେ ଶ୍ରୀଜିଉଙ୍କ ରଥଯାତ୍ରା

ବାଲିଗୁଡା: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଜଗତର ନାଥ ଜଗନ୍ନାଥଙ୍କ ନବ ଦିନାତ୍ମକ ଯାତ୍ରା । ବଡ଼ ଭାଇ ବଳଭଦ୍ର ଓ ଭଉଣି ସୁଭଦ୍ରାଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ବାହାରିଛନ୍ତି ମାଉସୀ ମା'ଙ୍କ ଘରକୁ । ବଡ଼ ଦେଉଳରୁ ବାହାରକୁ ବାହାରି ଲକ୍ଷଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ।
Read More...

ଆସନ୍ତା ୩୦ ତାରିଖରେ ଜନସାଧାରଣଙ୍କ ଅଭିଯୋଗର…

ଭୁବନେଶ୍ୱର:ଆସନ୍ତା ସୋମବାର ୩୦ ତାରିଖ ଦିନ ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆସନ୍ତା ସୋମବାର ଦିନ ୧୦.୩୦ ସମୟରୁ ୟୁନିଟ୍-୨, ଅଶୋକ ନଗର, ଭୁବନେଶ୍ୱରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ )
Read More...