ସୋନପୁର ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

ସୁବର୍ଣ୍ଣପୁର: ସୋନପୁର ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ୨/୭/୧୯୬୪ କୁ ସ୍ମରଣ କରି ମହାବିଦ୍ୟାଳୟର ୧୧ ନମ୍ବର ଶ୍ରେଣୀ ଗୃହରେ ଅଧ୍ୟକ୍ଷ ରାଜୀବ ଲୋଚନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି ଭାବରେ
Read More...

୭୩ତମ ବନ ମହୋତ୍ସବ ଅବସରରେ ବୃକ୍ଷରୋପଣ, ଯୁବ କାଉନସିଲର ଅମିତ୍‌ ପ୍ରଧାନଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କଲେ ଜିଲ୍ଲାପାଳ

ନବରଙ୍ଗପୁର: ୭୩ ତମ ଜାତୀୟ ବନ ମହୋତ୍ସବ ସପ୍ତାହ ଅବସରରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଛତ୍ରଭଶଟ ଶ୍ମଶାନ ଠାରେ ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଁଳା, ଫାସି, ଆମ୍ବ, ପଣସ,
Read More...

ଫାଟିଲା ଗ୍ୟାସ୍ ସିଲିଣ୍ଡର, ଚାଲିଗଲା ୪ ଜୀବନ

ନୂଆଦିଲ୍ଲୀ:  ଉତ୍ତରପ୍ରଦେଶରେ ଶାହଜାହାନପୁରରେ ଗ୍ୟାସ ସିଲିଣ୍ଡର ଫାଟି ୪ଜଣଙ୍କ ଜୀବନ ଯାଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନାନୁସାରେ, ୟୁପି ଶାହାଜାହାନପୁରର ବିକ୍ରମପୁର ଗାଁରେ ଏକ ବିବାହ ଭୋଜି ଚାଲିଥିବା ବେଳେ ଗ୍ୟାସ୍ ସିଲିଣ୍ଡର ଫାଟି ଯାଇଥିଲା ।
Read More...

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ୱର: କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ବିଧାନସଭାର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ ହୋଇଥିବାବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ସମେତ ମୋଟ ୧୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଧାନସଭା ଅଧିବେଶନରେ ସାମିଲ ହେଉଥିବା ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ ଓ
Read More...

ଜନ୍ମବେଦୀ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହ, ଆଜିଠୁ ବାହାରିବ ପ୍ରଥମ ଆଡପ ଅବଢା

ପୁରୀ : ଜନ୍ମବେଦୀ ଆଡ଼ପମଣ୍ଡପରେ ଚତୁର୍ଦ୍ଧା ବିଗ୍ରହ । ଆଜି ଠାରୁ ଭକ୍ତ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବେ, ଏଥିସହ ବାହାରିବ ପ୍ରଥମ ଆଡ଼ପ ଅବଢ଼ା । ଶନିବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଦ୍ୱିତୀୟ ଦିନରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମସ୍ତ
Read More...

ଅସରାଏ ବର୍ଷାରେ ୫-ଟି ସ୍କୁଲ ବେହାଲ

ହରଭଙ୍ଗା: ସରକାରଙ୍କ ୪୦ଲକ୍ଷ ଅଟକଳ ଅନୁଦାନରେ ତିଆରି ହେଉଥିବା ୫-ଟି ସ୍କୁଲର ଅବସ୍ଥା ଅସରାଏ ବର୍ଷାରେ ପାଣି ଜମିବା ଦେଖିବାକୁ ମିଳିଛି । ଘଟଣାଟି ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ଉଚ୍ଚ ବିଦ୍ୟାଳୟରେ । ସୂଚନା ମତେ ଏହି ସ୍କୁଲଟିକୁ ୫-ଟି ସ୍କୁଲରେ ରୂପାନ୍ତରିତ କରିବା
Read More...

୭୩ତମ ବନ ମହୋତ୍ସବ ପାଳିତ

ହରଭଙ୍ଗା:ବୌଦ୍ଧ ବନଖଣ୍ଡ ଅଧିନସ୍ତ ହରଭଙ୍ଗା ବନ ବିଭାଗର ଡିଆଁଘାଟ ଠାରେ ୭୩ତମ ବନ ମହୋତ୍ସବ ପାଳନ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ସରପଞ୍ଚ ଶକୁନ୍ତଳା ବେହେରା, ଅତିଥି ଭାବେ ହରଭଙ୍ଗା ସମିତିସଭ୍ୟ ଚିତ୍ତ ସେଠି, ବରିଷ୍ଠ ସାମ୍ବାଦିକ ଚିତ୍ତ ରଂଜନ ସିଂ ପ୍ରମୁଖ ଯୋଗଦେଇ
Read More...

ପୁଟିନଙ୍କୁ ମୋଦୀଙ୍କ ପରାମର୍ଶ,ମୁକାବିଲା ଛାଡ଼ି ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରନ୍ତୁ

ନୂଆଦିଲ୍ଲୀ : ଆଲୋଚନା ହିଁ ସମସ୍ୟା ସମାଧାନର ଶ୍ରେଷ୍ଠ ପନ୍ଥା । ମୁହାଁମୁହିଁ ବା ମୁକାବିଲାମୂଳକ ନୀତି ସମାଧାନ କରିବା ପରିବର୍ତ୍ତେ ପରିସ୍ଥିତିକୁ ଆହୁରି ବିଗାଡ଼ିଦିଏ । ତେଣୁ ଆପଣ କୂଟନୈତିକ ସ୍ତରରେ ଆଲୋଚନା କରି ୟୁକ୍ରେନ ସହ ଥିବା ବିବାଦର ସମାଧାନ କରିବା ସବୁଠୁ ଭଲ ହେବ । ଆଜି ଫୋନରେ
Read More...

ଡ୍ରେନେଜ ସମସ୍ୟାରୁ ଜମୁଛି କାଦୁଅ ପାଣି

କଣ୍ଟାବାଞ୍ଜି: ଜଳ ନିଷ୍କାସନ ପାଇଁ ଯଥେଷ୍ଠ ଡ୍ରେନେଜ ବ୍ୟବସ୍ଥା ନ ରହିଥିବାରୁ ଅଳ୍ପ ବର୍ଷାରେ କାଦୁଅ ପାଣି ଜମୁଛି । ସହରର ଅଧିକାଂଶ ନାଳ ପାଣି ୱାର୍ଡ ନଂ ୮ର ଅଶୋକ ନଗର ମା ଗୁଡ଼ି ମନ୍ଦିରରେ ଦୁର୍ଗନ୍ଧ ପାଣି ଜମିଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଳ୍ପ ବର୍ଷାରେ ବନ୍ଦ ଭଳିଆ
Read More...

ହରିଶଙ୍କର ଉଦ୍ୟାନ କୃଷି ଫାର୍ମ ଠାରେ କୃଷି ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ କୃଷକ ମେଳା

ଖପ୍ରାଖୋଲ,୧/୭ (ହୀ.ପ୍ର) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଉଦ୍ୟାନ କୃଷି ଫାର୍ମ ଠାରେ କୃଷି ବିଭାଗ ତରଫରୁ ବ୍ଲସ୍ତରୀୟ କୃଷକ ମେଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ କୃଷି ଜିଲ୍ଲା ଅଧିକାରୀ ଗୁରେନ୍ଦ୍ର ନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...