ବାଲିଗୁଡ଼ାରେ ସିଆରପିଏଫ୍ ୧୨୭ ବାଟାଲିୟନର ୮୩ ତମ ଜନ୍ମ ଦିବସ ପାଳିତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରିସରରେ ଥିବା ସିଆରପିଏଫ୍ କ୍ୟାମ୍ପରେ ୧୨୭ ବାଟାଲିୟନ ସିଆରପିଏଫ୍ ପକ୍ଷରୁ ୮୩ ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ୟୁନିଟ୍ ଅଧିକାରୀ କମାଣ୍ଡାଣ୍ଟ ଆନନ୍ଦ ଝାଙ୍କ ସମେତ ଅନ୍ୟ ଅଧିକାରୀ ଯବାନଙ୍କ ସହ ଏହି ଉତ୍ସବକୁ ପାଳନ କରିଛନ୍ତି । ଏହି!-->…
Read More...
Read More...