ଦୁର୍ଘଟଣାରେ ପ୍ରଧାନ ଶିକ୍ଷକ ଗୁରୁତର

ଦଶପଲ୍ଲା : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ସମ୍ପଡ଼ା ଗ୍ରାମ ୫୭ ନଂ ଜାତୀୟ ରାଜପଥରେ ବାଇକ୍‌ ଦୁର୍ଘଟଣାରେ ନୂଆଗାଁ ହାଇସ୍କୁଲ୍‌ ପ୍ରଧାନ ଶିକ୍ଷକ କୁଳମଣି ନାୟକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତାଙ୍କ ନିଜ ପଲସର୍‌ ବାଇକ୍‌ ଯୋଗେ ନୂଆଗାଁ ହାଇସ୍କୁଲ୍‌କୁ ଆସୁଥିବା ସମୟରେ
Read More...

ରୋହିତ-ବିରାଟଙ୍କ ଜୋରଦାର ଅଭ୍ୟାସ, ୨୪ରୁ ଭାରତ ଖେଳିବ ଅଭ୍ୟାସ ମ୍ୟାଚ

ଲଣ୍ଡନ : ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଜୁନ୍‌ ୨୪ ରୁ ଲିସେଷ୍ଟରସାୟାର ବିପକ୍ଷରେ ଚାରି ଦିନିଆ ଅଭ୍ୟାସ ମ୍ୟାଚ ଖେଳିବ । ୨୦୨୧ ମସିହାରେ ଆରମ୍ଭ ହୋଇଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ତଥା ନିର୍ଣ୍ଣାୟକ
Read More...

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା

ଭୁବନେଶ୍ୱର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ମିଳିଛି ଜେଡ୍‌ ପ୍ଲସ ସୁରକ୍ଷା । ଏନଡିଏ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ ଏହି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି । ଯେଉଁଥିରେ ୧୦ରୁ ଅଧିକ ଏନ୍‌ଏସଜି ସହ ସିଆରପିଏଫ୍‌ କମାଣ୍ଡୋ
Read More...

ଘୂର୍ଣ୍ଣିବଳୟ:ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ପୂର୍ବାନୁମାନ

ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ହେଉଛି ମୌସୁମୀ । ଆସନ୍ତା ୨୪ ତାରିଖରେ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ଆଜି ଆଭ୍ୟନ୍ତରୀଣ ଓ ଉପକୂଳ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ପକ୍ଷରୁ ପୂର୍ବାନୁମାନ
Read More...

ପାଟଣାଗଡ଼ ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରର ଚଳିତ ବର୍ଷ ରଥଯାତ୍ରା ପାଇଁ ସୁଭଦ୍ରା ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦାନ କରି କାର୍ଯ୍ୟକୁ ଆଗେଇ ନେଇଥିଲେ । ସମ୍ମାନିତ ଅତିଥି ଭାବେ
Read More...

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ଅଧ୍ୟାପକ ଡକ୍ଟର ସୁମନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ବାଇକ-କାର ଧକ୍କାରେ ବାଇକ ଅରୋହୀଙ୍କ ମୃତ୍ୟୁ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ରତଙ୍ଗ ପଂଚାୟତର ଡାଙ୍ଗିଡିକିଆ ଗ୍ରାମର କଂସ କହଁର ଫିରିଙ୍ଗିଆ ହାଟକୁ ଆସି ଘରକୁ ଫେରୁଥିବା ବେଳେ ଡାଙ୍ଗିଡ଼ିକିଆ ଛକ ଠାରେ ଏକ ହୁଣ୍ଡାଇ କାର ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଯାହାଫଳରେ କଂସଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏହା
Read More...

ଓଡିଶାର ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀକୁ ନେଇ ଲାଗି ରହିଥିବା ସସ୍‌ପେନ୍ସ ଶେଷରେ ଦୂର ହୋଇଛି । ତା ସହିତ ଓଡ଼ିଶା ପାଇଁ ଖୁସି ଖବର ମଧ୍ୟ ଆସିଛି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଦିବାସୀ ଓ ମହିଳା କାର୍ଡ ଖେଳିଛି ବିଜେପି । ଏନଡିଏ ମେଣ୍ଟ ପକ୍ଷରୁ ଓଡିଶାର
Read More...

ମୃତ୍ୟୁ ଏପରି ମଧ୍ୟ ଆସେ : ଟ୍ରକ ଚକ ଫାଟି ମାଡି ଯିବାରୁ ଯୁବକ ମୃତ, ମାଉସୀ ପୁଅ ଭାଇ ଗୁରୁତର

ସୁବର୍ଣ୍ଣପୁର: ମୃତ୍ୟୁ ଯେ କେତେବେଳେ କିଭଳି ଆସିବ କଳନା କରିବା ଅସମ୍ଭବ । ଟ୍ରକ ଚକ ଫାଟି ଦୁଇ ଯୁବକଙ୍କ ଉପରେ ମାଡି ଯିବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଘଟଣାରେ ଅଭିନବ ଗୁରୁ(୧୮)ଙ୍କ ମୃତ୍ୟୁ ହୋଇଥିବା ବେଳେ ମାଉସୀ ପୁଅ ରଶ୍ମିରଞ୍ଜନ
Read More...

ଯୋଗ ଦିବସ କାର୍ଯ୍ୟକ୍ରମ ସ୍ଥଳରେ ଆକ୍ରମଣ

ମାଲେ: ଆଜି ମାଳଦ୍ୱୀପରର ରାଜଧାନୀ ମାଲେରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅଧିକାରୀ ଓ ଅନ୍ୟ ଲୋକମାନେ ଯୋଗାଭ୍ୟାସ କରୁଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ ହୋଇଛି ଆକ୍ରମଣ । ଶତାଧିକ ଲୋକ କାର୍ଯ୍ୟକ୍ରମ ସ୍ଥଳରେ ବିକ୍ଷୋଭ କରିବା ସହ
Read More...