ରାଷ୍ଟ୍ରପତି ନିର୍ବାଚନ, ଆସିଲା ପ୍ରଥମ ରାଉଣ୍ଡ ଫଳାଫଳ
ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଶେଷ ହୋଇଛି । ଏହି ରାଉଣ୍ଡରେ ସାଂସଦଙ୍କ ଭୋଟ୍ ଗଣନା କରାଯାଇଛି, ଯେଉଁଥିରେ ଦ୍ରୌପଦୀ ମୁର୍ମୁ ଏକ ବଡ଼ ଅଗ୍ରଣୀ ହାସଲ କରିଛନ୍ତି । ଭୋଟ୍ ଗଣନାରେ ନିୟୋଜିତ ଅଧିକାରୀଙ୍କ ଅନୁଯାୟୀ, ଦୌପଦୀ ମୁର୍ମୁ ୭୪୮ ଭୋଟ ମଧ୍ୟରୁ!-->…
Read More...
Read More...