ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ, ସମସ୍ତ ୬ଟି ଫ୍ରାଞ୍ଚାଇଜ୍ କିଣିଲେ ଆଇପିଏଲ୍ ମାଲିକ
ନୂଆଦିଲ୍ଲୀ : ଆସନ୍ତା ବର୍ଷଠାରୁ ଆଇପିଏଲ୍ ଢାଞ୍ଚାରେ ଦକ୍ଷିଣ ଆଫ୍ରିକାରେ ଖେଳାଯିବ ସାଉଥ୍ ଆଫ୍ରିକା ଟି-୨୦ ଲିଗ୍ । ଯେଉଁଥିରେ ମୋଟ ୬ଟି ଦଳ ଭାଗ ନେବେ । ତେବେ ଏହି ୬ଟି ଯାକ ଟିମ୍ର ମାଲିକାନା ଆଇପିଏଲ୍ ଦଳର ମାଲିକମାନେ ହିଁ ହାତେଇ ନେଇଛନ୍ତି । ଅର୍ଥାତ ଭାରତୀୟମାନେ ଏବେ ଆଇପିଏଲ ସହ!-->…
Read More...
Read More...