ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀରେ ପହଞ୍ଚିଲା ବଉଳ କାଠ

ପୁରୀ : ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀରେ ପହଞ୍ଚିଲା ବଉଳ କାଠ । ମହାପ୍ରଭୁଙ୍କ ପାଇଁ ପ୍ରତିବର୍ଷ ସତ୍ୟବାଦୀ ଅଂଚଳରୁ ବଉଳ ଗଛ ଚିହ୍ନଟ କରାଯାଇ କାଠ ଅଣାଯାଏ । ଚଳିତ ବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ଟିମ ଯାଇ ଗଛ ଚିହ୍ନଟ କରିବା ପରେ ପୂଜା କରିବା ପରେ ଗଛକୁ କଟାଯାଇଥିଲା । ଆଜି
Read More...

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିବାହ ଉତ୍ସବ

ପୁରୀ : ଶନିବାର ଶ୍ରୀମନ୍ଦିରରେ ପାଳିତ ହୋଇଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିବାହ ଓ ରୁକ୍ମଣୀ ହରଣ ଏକାଦଶୀ । ସେଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ପାଳିତ ହୋଇଛି । ସକାଳ ଧୂପ ପୂଜା ବସିବା ସମୟରେ ଦକ୍ଷିଣୀ ଘରେ ମଦନମୋହନଙ୍କ ବେଶ ଅନୁଷ୍ଠିତ ହୋଇଥିଲା । ପରେ ମଦନମୋହନ ରତ୍ନ
Read More...

ଶିକାର କରିବା ପଡିଲା ମହଙ୍ଗା, ତିନି ଶିକାରୀ ଗିରଫ୍‌

ଦଶପଲ୍ଲା : ନୟାଗଡ ଜିଲ୍ଲା ମହିପୁର ବନ ବିଭାଗକୁ ମିଳିଛି ବଡ଼ ସଫଳତା । ଆଜି ଭୋର୍‌ ସମୟରେ ମାଇଛେଳି ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ଚଢ଼ାଉ କରି ୩ ଜଣ ଶିକାରୀକୁ ଗିରଫ କରି କୋର୍ଟଚାଲାଣ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ରାତ୍ରରେ ମାଇଛେଳି ସଂରକ୍ଷିତ ଜଙ୍ଗଲରେ ଶିକାରୀମାନେ
Read More...

ଜଣଙ୍କ ପଟ୍ଟାଜମି ଅନ୍ୟ ଜଣଙ୍କ କବ୍‌ଜାରେ; ଅଭିଯୋଗ କଲେ ବି ମିଳୁନି ସୁଫଳ, ଅନଶନ ଧମକ

ଫୁଲବାଣୀ: ଜଣଙ୍କ ପଟ୍ଟା ଜମି ଓ ଘର ଅନ୍ୟ ଜଣଙ୍କ ବେଆଇନ କବଜାରେ । ପ୍ରଶାସନର ନିର୍ଦ୍ଦେଶ ସତ୍ତେ୍ୱ ଜାଗା ଖାଲି କରୁନି ଜବରଦଖଲକାରୀ ଜଣଙ୍କ । ଖାଲିକରିବାକୁ କହିଲେ ଓଲଟା ଧମକ ଦେଉଛି କୁଆଡେ ଜବରଦଖଲକାରୀ ଜଣଙ୍କ । ଏଭଳି ଅଭିଯୋଗ ଅସିଛି କନ୍ଧମାଳ ଜିଲ୍ଲା ଚକାପାଦ ଅଂଚଳରୁ । ଅଭିଯୋଗ ପ୍ରକାରେ
Read More...

୫-ଟି ସଚିବଙ୍କୁ ସାକ୍ଷାତ କଲେ ବ୍ଳକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ବ୍ଳକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ଓ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଭେଟି ବ୍ଳକର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ସଚିବ ବ୍ଳକର ଉନ୍ନତି କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ନିର୍ମାଣଧୀନ
Read More...

ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ସଙ୍ଗୀନ୍‌ ଅଭିଯୋଗ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍‌ କଲୋନୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିୟତ୍ରୀଙ୍କ ବିରୋଧରେ ସଙ୍ଗୀନ୍‌ ଅଭିଯୋଗ । ଛାତ୍ରଛାତ୍ରୀଙ୍କୁ ନିମ୍ନ ମାନର ସାମଗ୍ରୀ ଦେବା ସହ ବିଲ୍‌ ହେରଫେର କରିଥିବା ଅଭିଯୋଗ ଆଣିଲେ ସ୍କୁଲ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନ

ସୁବର୍ଣ୍ଣପୁର: ଆଜି ପୂର୍ବାହ୍ନରେ ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନର ଅନ୍ତିମ ପର୍ଯ୍ୟାୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ବିଳନୀ କକ୍ଷରେ ବିଭିନ୍ନ ଷ୍ଟେକ ହୋଲଡରଙ୍କୁ ନେଇ ଏକ ସଚେତନତା ସଭା ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି
Read More...

କିଶାନଙ୍କ ନିସ୍ୱାର୍ଥପର ବ୍ୟାଟିଂ ପାଇଁ ପ୍ରଶଂସା କଲେ ଗମ୍ଭୀର

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଭାରତ ୭ ୱିକେଟରେ ହାରିଛି । ଏହା ସତ୍ତେ୍ୱ ଦଳ ପାଇଁ କେତେକ ସକାରାତ୍ମକ ଦିଗ ରହିଛି । ଷ୍ଟାର ଖେଳାଳିଙ୍କ ବିନା ବିନା ଖେଳି ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ବୋଲିଂ ସମ୍ମୁଖରେ ଏକ
Read More...

ରାଜ୍ୟରେ ପ୍ରଥମ ଥର ପାଇଁ ରୋବୋର୍ଟିକ ଅସ୍ତ୍ରୋପଚାରରେ ଆପୋଲୋର ସଫଳତା

ଭୁବନେଶ୍ୱର, ୧୦/୦୬: ରାଜ୍ୟରେ ପ୍ରଥମ ଥର ପାଇଁ ଡା ଭିନ୍‌ସ ରୋବୋଟିକ୍‌ ପଦ୍ଧତିରେ ମହିଳାଙ୍କ ଗର୍ଭାଶୟରୁ ଟ୍ୟୁମର ବାହାର କରିବାରେ ସଫଳତା ମିଳିଛି । ରୋବର୍ଟିକ ସର୍ଜରୀ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଗର୍ଭାଶୟରୁ ଟ୍ୟୁମର ବାହାର କରିବାରେ ସଫଳତା ହାସଲ କରିଛି ଭୁବନେଶ୍ୱର ସ୍ଥିତ
Read More...

ହଳଦିଆ ପାହାଡରେ କ୍ରସର ବସାଇବାକୁ ବିରୋଧ କଲେ ଆଦିବାସୀ

ଦଶପଲ୍ଲା : ଖୋର୍ଦ୍ଧା–ବଲାଙ୍ଗିର ରେଳପଥ ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ବେଳେ ରେଳ ପଥ ନିର୍ମାଣ ନିମନ୍ତେ ବହୁତ ପଥର ମେଣ୍ଟାଲର ଆବଶ୍ୟକ ପଡ଼ିଥାଏ ଏଣୁ ରେଳ ପଥ ନିର୍ମାଣ ପାଇଁ ନିଯୁକ୍ତି ପାଇଥିବା କନଷ୍ଟ୍ରକ୍‌ନ କମ୍ପାନୀ ବିଭିନ୍ନ ଜାଗାରେ କ୍ରସର ବସାଇଛି । ସେହିଭଳି ଦଶପଲା ବ୍ଳକ
Read More...