ଚିକିତ୍ସା ଅବହେଳା ଯୋଗୁ ଚାଲିଗଲା ମହିଳାଙ୍କ ଜୀବନ, ପୁରୀରୁ ଆସିଲା ଏମିତ ଅଭିଯୋଗ
ପୁରୀ-ଚିକିତ୍ସା ଅବହେଳା ଯୋଗୁ ଚାଲିଗଲା ମହିଳାଙ୍କ ଜୀବନ। ସାମାନ୍ୟ ରୋଗର ଚିକିତ୍ସା ବଦଳରେ ମହିଳା ରୋଗୀଙ୍କ ଜୀବନ ନେଇଗଲା ଘରୋଇ ହସ୍ପିଟାଲ। ପୁରୀ କୁମ୍ଭାରପଡ଼ା ଥାନା ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ମହିଳା ହେଉଛନ୍ତି ଚାରିନଳାର ରବିନ୍ଦ୍ର ସ୍ବାଇଁ!-->…
Read More...
Read More...