ମାସିକିଆ ଟଙ୍କା ନେଉଛି ପୁରୀ ପୁଲିସ, ଅବକାରୀ କମିସନରଙ୍କୁ ଚିଠି ଲେଖିଲେ ଇନସପେକ୍ଟର

ପୁରୀ : ପୁରୀ ଜିଲ୍ଲା ଅବକାରୀ ବିଭାଗରେ ହୁଲସ୍ତୁଲ । ମାସିକିଆ ଟଙ୍କା ନେଉଛି ପୁରୀ ପୁଲିସ । ଅବକାରୀ କମିସନର୍‌ଙ୍କୁ ଏଭଳି ଚିଠି ଲେଖି ଗଣମାଧ୍ୟମ ଆଗରେ ଖୁଲମଖୁଲା ଅଭିଯୋଗ ଆଣିଛନ୍ତି ପୁରୀ ଅବକାରୀ ଇନସ୍‌ପେକ୍ଟର୍‌ ସଞ୍ଜୟ କୁମାର ପଣ୍ଡା । ଜିଲ୍ଲାରେ ଥାନା ଅଧିକାରୀମାନେ ନିଶା ମାଫିଆଙ୍କ
Read More...

ଆକାଶରୁ ବିମାନ ଖସି ଦି’ଫାଳ; ପାଇଲଟ ଗୁରୁତର, ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲାରେ ଆଜି ଏକ ଟ୍ରେନି ବିମାନ ଦୁର୍ଘଟଣା ଘଟିଛି । କାମାକ୍ଷନଗର ଅନ୍ତର୍ଗତ ବୀରାଶାଳ ଅଂଚଳରେ ପ୍ରଶିକ୍ଷଣ ବେଳେ ବିମାନଟି ୧୫ ଫୁଟ ଉପରୁ ତଳକୁ ଖସିପଡିଥିଲା । ତଳେ ପଡିବା ପରେ ଏହା ଦି'ଫାଳ ହୋଇଯାଇଛି । ଟ୍ରେନି ପାଇଲଟ ଏହି ଦୁର୍ଘଟଣାରୁ ଗୁରୁତର ଭାବେ ଆହତ
Read More...

୧୨ ପରେ ଓଡିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର : ଜୁନ୍‌ ୧୨ ପରେ ଓଡିଶା ଛୁଇଁବ ମୌସୁମୀ । ରାଜ୍ୟରେ ବର୍ଷାର ବିଶେଷ ପ୍ରଭାବ ନଥିବା ବେଳେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ବାୟୁମଣ୍ଡଳରେ ଆଦ୍ରତା ଯୋଗୁଁ ଗୁଳୁଗୁଳି ପରିଲକ୍ଷିତ ହେଉଛି ।ତେଣୁ ମୌସୁମୀ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରୁନାହିଁ । ଆସନ୍ତା ୧୨ ତାରିଖ ପରେ
Read More...

ଡୁଙ୍ଗୁରିପାଲି ବ୍ଲକ କାର୍ଯ୍ୟାଳୟରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଡୁଙ୍ଗୁରିପାଲି ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ
Read More...

୪୮୮ ଓ ୬୬୨ ମହାବିଦ୍ୟାଳୟ କର୍ମଚାରୀଙ୍କ ସପ୍ତମ ବେତନ କମିଶନ ଲାଗୁ ପ୍ରକ୍ରିୟାର ପୁନଃ ବିଚାର କରିବାକୁ ଦାବି

ବାଲିଗୁଡ଼ା: ଜୋର୍‌ ଧରିଲା ମହାବିଦ୍ୟାଳୟ କର୍ମଚାରୀଙ୍କ ସପ୍ତମ ବେତନ କମିଶନ ଲାଗୁ ପ୍ରକ୍ରିୟାର ପୁନଃ ବିଚାର କରିବାକୁ ଦାବି । ତା-୦୫.୦୬.୨୦୨୨ ଦିଗରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିଠାରେ ୪୮୮ ଓ ୬୬୨ ବର୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ
Read More...

“ବଲାଙ୍ଗୀର ଦିନ’ ପକ୍ଷରୁ ପରିବେଶ ଦିବସ ପାଳିତ

ବଲାଙ୍ଗୀର: ସ୍ଥାନୀୟ ପିପି ଏକାଡେମୀ ପ୍ରେକ୍ଷାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏକମାତ୍ର ପୃଥିବୀ ପ୍ରସଙ୍ଗକୁ ନେଇ ପରିବେଶ ଦିବସ କରାଯାଉଥିବାରୁ ଆଗାମୀ ପୀଢି ବଂଶଧରମାନଙ୍କ ପାଇଁ ମାଟି, ପାଣି ଓ ପବନକୁ ପ୍ରଦୂଷଣ ମୁକ୍ତ ରଖିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ଏହି ଅବସରରେ
Read More...

ଦେବ ଦମ୍ପତିଙ୍କ ସ୍ୱମନ୍ଦିର ପ୍ରବେଶ ସହ ଶୀତଳଷଷ୍ଠୀ ଯାତ୍ରା ସମ୍ପନ୍ନ

ସମ୍ବଲପୁର: ଦୀର୍ଘ ଚାରିଶହ ବର୍ଷରୁ ଅଧିକ ପୁରାତନ ପରମ୍ପରା ପାଳନ ପୂର୍ବକ ଏଠାକାର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ନାଦ ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି । ମହାଦେବ ଶିବଙ୍କ ସହିତ ଆଦିମାତା ମହାଶକ୍ତି ପାର୍ବତୀଙ୍କୁ ବିବାହକାର୍ଯ୍ୟ ଗତକାଲି ମହା ସମାରୋହରେ ସମ୍ପନ୍ନ ହେଲା ପରେ ନବ ବିବାହିତ
Read More...

ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହେଲାପରେ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ଫେରିଗଲେ

ସମ୍ବଲପୁର: ଏଠାକାର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆକର୍ଷଣରେ ପ୍ରଭାବିତ ହୋଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇଦିନିଆ ଗସ୍ତରେ ଏଠାକୁ ଆସିଥିଲେ ଓ ଗସ୍ତ ସମ୍ପନ୍ନ କରି ଆଜି ପ୍ରାତଃ ଟ୍ରେନ ଦ୍ୱାରା ରାଜଧାନୀ ଭୁବନେଶ୍ୱର ଫେରି ଯାଇଛନ୍ତି । ଯିବା ପୂର୍ବରୁ ସେ କହିଛନ୍ତି
Read More...

ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳରେ ହାତୀ ଶିକାରୀ !

ଦଶପଲ୍ଲା : ଦଶପଲ୍ଲା ଉପଖଣ୍ଡ ବନାଂଚଳ ଓ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ମଧ୍ୟରେ ବିଭିନ୍ନ ସମୟରେ ଶିକାରୀମାନେ ବିଦ୍ୟୁତ୍‌ ବିଛାଇବା ସହ ଗୁଳିକରି ଅବାଧରେ ବନ୍ୟଜନ୍ତୁ ଶିକାର କରି ଚାଲିଥିବା ବେଳେ ଏବେ ଦଶପଲ୍ଲାର ବଣ ଜଂଗଲକୁ କିଛି ଶିକାରୀ ନିଜର ସୁରକ୍ଷିତ ଆବାସସ୍ଥଳୀ ଭାବରେ ବାଛିନେଇଥିବା
Read More...

ହିନ୍ଦୁଧର୍ମ ବିରୁଦ୍ଧରେ ପ୍ରଚାରକାରୀଙ୍କୁ ପୁଲିସକୁ ହସ୍ତାନ୍ତର

ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ସମୟରେ ଲକ୍ଷ ଲକ୍ଷ ଲୋକ ସମାବେଶରୁ ଲାଭବାନ ହେବା ଆଶା ନେଇ ଏକ ଧର୍ମ ପ୍ରଚାରକ ଗୋଷ୍ଠୀକୁ ସ୍ଥାନୀୟ ଜନସାଧାରଣ ଉତ୍ତମ ମଧ୍ୟମ ଦେବା ସହିତ ପୁଲିସକୁ ହସ୍ତାନ୍ତର କରିଛନ୍ତି । ଉକ୍ତ ସମ୍ପ୍ରଦାୟର କିଛି ଲୋକେ ଏଠାକାର ବିଭିନ୍ନ ଜନବହୁଳ ସ୍ଥାନରେ
Read More...