ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ପ୍ରଣୟନ ଦାବି

ସମ୍ବଲପୁର:ଆଜି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ତିନି ପୃଷ୍ଠାର ଏକ ଦାବିପତ୍ର ପ୍ରଦାନ କରାଗଲା ଓ ଏହାପୂର୍ବରୁ ଏକ ଶୋଭାଯାତ୍ରା ଜରିଆରେ ସେଠାକୁ ପହଞ୍ଚିଥିଲେ । ଉକ୍ତ ଦାବିପତ୍ରରେ ସମ୍ମିଳିତ
Read More...

ବିଜୟ ମାଲ୍ୟାଙ୍କୁ ୪ବର୍ଷ ଜେଲ୍

ନୂଆଦିଲ୍ଲୀ : ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଅବମାନନା ମାମଲାରେ ସୁପ୍ରିମକୋର୍ଟ ଚାରିମାସ ଦଣ୍ଡିତ କରିଛନ୍ତି । ସୁପ୍ରିମକୋର୍ଟ ୨ ହଜାର ଟଙ୍କା ମଧ୍ୟ ଜରିମାନା ଲାଗୁ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବିଜୟ ମାଲ୍ୟା ଅବମାନନା ପାଇଁ କୋର୍ଟରେ କ୍ଷମା ମାଗିନାହାଁନ୍ତି ।
Read More...

ଜେଇଇମେନ୍‌ ସେସେନ-୧ ପରୀକ୍ଷାରେ ଦିବ୍ୟାଂଶୁ ମାଲୁ ଓଡିଶା ଟପ୍ପର

ଭୁବନେଶ୍ୱର : ଜେଇଇମେନ୍‌ ସେସେନ-୧ ପରୀକ୍ଷାରେ ଦିବ୍ୟାଂଶୁ ମାଲୁ ଓଡିଶା ଟପ୍ପର ହୋଇଛନ୍ତି । ୯୯.୯୮୯୧୫୪୫ଏନଟିଏ ସ୍କୋର କରି ସେ ଓଡିଶା ଟପ୍ପର ହୋଇଛନ୍ତି । ୧୦୦ଏନଟିଏ ସ୍କୋର ତାଲିକାରେ ଦେଶରେ ୧୪ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେସନ୍‌-୨ ପରୀକ୍ଷା ରେଜଲ୍ଟ ଆସିଲା ପରେ
Read More...

ରାଜ୍ୟରେ ୬ଶହ ମୁହାଁ କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩୬ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୨୩୬୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ
Read More...

ବିରାଟଙ୍କ ଫର୍ମକୁ ନେଇ ରୋହିତ ଦେଲେ ବଡ ବୟାନ, କହିଲେ କପିଲଙ୍କ ସହ ମୁଁ ସହମତ ନୁହେଁ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ସରିଥିବା ଟି୨୦ ସିରିଜରେ ବିରାଟ କୋହଲିଙ୍କ ବ୍ୟାଟ୍ ନିରବ ରହିଥିଲା । ସେ ଦୁଇଟି ମ୍ୟାଚରୁ ମାତ୍ର ୧୨ ରନ୍ କରିଥିଲେ । ଫଳରେ ତାଙ୍କୁ ଟି୨୦ ଟିମରେ ସ୍ଥାନ ଦେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖରାପ ଫର୍ମ ପାଇଁ ତାଙ୍କୁ ଟି୨୦ରୁ ବାଦ୍ ଦେବାକୁ
Read More...

ବସ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲା ବିଶ୍ରା ଛକରେ ଦୁର୍ଘଟଣା । ମହିଳାଙ୍କୁ ଧକ୍କା ଦେବା ପରେ ଘୋଷାଡି ନେଇଗଲା ବସ୍ । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ କୁଆଁରମୁଣ୍ଡା ଅଞ୍ଚଳର ମିନତୀ ଦାସ । ମୃତଦେହ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି ପୋଲିସ । ଦୁର୍ଘଟଣା ଘଟାଇଥିବା
Read More...

ସ୍ୱର୍ଣ୍ଣ ଅଳଙ୍କାରରେ ଝଲସିଲେ ମହାପ୍ରଭୁ

ପୁରୀ: ରବିବାର ରଥାରୁଢ଼ ଶ୍ରୀବିଗ୍ରହଙ୍କ ରାଜ ରାଜେଶ୍ୱର୍‌ ବା ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଅନୁକୂଳ ପାଗ ହେତୁ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶ ଦେଖିବା ପାଇଁ ପ୍ରାୟ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମହଣ ମହଣ ସୂର୍ଣ୍ଣ ଅଳଙ୍କାରରେ ଝଲସି ଥିଲେ
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶକ୍ତି ପୀଠ ମା’ ତାରାତାରିଣୀଙ୍କ ମନ୍ଦିର ଦର୍ଶନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଓଡ଼ିଶା ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ପୀଠର ଦର୍ଶନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପତ୍ନୀ ମୃଦୁଳା ପ୍ରଧାନ ଆସିଥିଲେ । ମା’ଙ୍କ ଦର୍ଶନ ପରେ ପୂଜାରୀମାନଙ୍କ ସହ ଆଲୋଚନା କରିଥିଲେ । ଖଲ୍ଲିକୋଟ
Read More...

ଖ୍ରୀଷ୍ଟିଆନ ଜନ କଲ୍ୟାଣ ସମାଜ ଓ ସଂଖ୍ୟାଲଘୁ ମନ୍ତ୍ରୀଙ୍କ ସ୍ୱତନ୍ତ୍ର ସାକ୍ଷାତ

ଘୁ.ଉଦୟଗିରି: ମାନ୍ୟବର କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ଜନ ବାର୍ଲ୍ଲାଙ୍କ କନ୍ଧମାଳ ଗସ୍ତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ୯ ତାରିଖ ଦିନ ଘୁ.ଉଦୟଗିରି ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଓ ପୂର୍ବତନ କନ୍ଧମାଳ ସାଂସଦ ରାଜେଶ୍ୱରୀ ସିଂ ସହ ସ୍ଥାନୀୟ ସଂଖ୍ୟାଲଘୁ
Read More...