ଆଇପିଏଲ : ଆଜି ରାଜସ୍ଥାନ ଓ ଗୁଜରାଟ ମଧ୍ୟରେ ଟାଇଟଲ ଲଢେଇ

ଅହମ୍ମଦାବାଦ : ଦୀର୍ଘ ୬୬ ଦିନର ରୋମାଞ୍ଚ ଓ ୭୩ଟି ସଂଘର୍ଷପୂର୍ଣ୍ଣ ମୁକାବିଲା ପରେ ଚଳିତ ଆଇପିଏଲ୍‌ର ଟାଇଟଲ ଲଢେଇ ଆରମ୍ଭ ହେବାକୁ ଯାଉଛି । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ଆଇପିଏଲ୍‌ର ଆକର୍ଷଣୀୟ ଟ୍ରଫି ଓ ମନଲୋଭା ପୁରସ୍କାର ହାତେଇବା ପାଇଁ
Read More...

ରଟିଙ୍ଗିଆରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା

ଘୁ. ଉଦୟଗିରି :- କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ପଞ୍ଚାୟତ ବିଦ୍ୟାଳୟ ଠାରେ ନବନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ
Read More...

ବ୍ରାଉନସୁଗାର ଜବତ, ଜଣେ ଗିରଫ

ପୁରୀ : ପୁରୀ ଜିଲ୍ଲା କାକଟପୁର ଥାନା ଆଉ ଏକ ସଫଳତା ମିଳିଛି । କାକଟପୁର ଥାନା ପୁଲିସର ପାଟ୍ରୋଲିଂ ବେଳେ ନିକଟସ୍ଥ ବଲରା ବ୍ରିଜ ନକଟରେ ଜଣେ ବ୍ୟକ୍ତିଙ୍କ ସ୍କୁଟି ଯାଞ୍ଚ କଲାବେଳେ ୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଯାହାର ମୂଲ୍ୟ ୪ଲକ୍ଷ ଟଙ୍କା ହେବ । ଏହି ବ୍ୟକ୍ତି ଜଣକ କାକଟପୁର
Read More...

ଘର ଉପରେ ଚଢ଼ିଗଲା କାର୍‌ , ୪ ଗୁରୁତର

ପୁରୀ : ଘର ଉପରେ କାର ଚଢିଯିବା ଫଳରେ ଏକ ଦମ୍ପତିଙ୍କ ସମେତ ୪ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରମାନଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ସୂଚନା ଅନୁଯାୟୀ ଗୋପ ବଜାରନିକଟସ୍ଥ ବାଲିଘାଇ ରାସ୍ତାର ସୁବର୍ଣ୍ଣପୁର ଛକ
Read More...

ଆଇସିସି ଡବ୍ଲୁଟିସି ପଏଣ୍ଟ ଟେବୁଲ୍‌ରେ ଶ୍ରୀଲଙ୍କାକୁ ମିଳିଲା ଫାଇଦା

ଢାକା: ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶକୁ ୧୦ ୱିକେଟ୍‌ ବ୍ୟବଧାନରେ ପରାସ୍ତ କରି ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ୧-୦ରେ ଜିତିଛି । ସିରିଜର ପ୍ରଥମ ମ୍ୟାଚ୍‌ ଡ୍ର ଥିଲା । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ପଏଣ୍ଟ ଟେବୁଲରେ ଏହି ବିଜୟରୁ ଶ୍ରୀଲଙ୍କା ଉପକୃତ ହୋଇଛି । ଏହି
Read More...

ସ୍ପଷ୍ଟ କଲା ଆଇସିଏମଆର : ଦେଶରେ ଗୋଟିଏ ହେଲେବି ମଙ୍କିପକସ ମାମଲା ନାହିଁ

ନୂଆଦିଲ୍ଲୀ ୨୭/୦୫ : ବିଭିନ୍ନ ଦେଶରେ ଏବେ ମଙ୍କିପକ୍ସ ମାମଲା ସାମ୍ନାକୁ ଆସୁଛି । ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆସିଏମଆର)ର ଜଣେ ଅଧିକାରୀ କହିଛନ୍ତି,ଅନ୍ୟ ଦେଶମାନଙ୍କରେ ବଢ଼ୁଥିବା ସଂକ୍ରମଣକୁ ଦେଖି ଭାରତ ସମ୍ପୂର୍ଣ୍ଣ ଭାବେ
Read More...

ବିସିସିଆଇ ନିଷ୍ଫତ୍ତି : ଟି-୨୦ ସିରିଜ ପୂର୍ବରୁ ଫିଟନେସ ପରୀକ୍ଷା ଦେବେ ଖେଳାଳି

ନୂଆଦିଲ୍ଲୀ: ଆଗକୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟି-୨୦ ସିରିଜ୍‌ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ ବିସିସିଆଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁଯାୟୀ,ଟି-୨୦ ସିରିଜରେ ସାମିଲ୍‌ ଖେଳାଳିଙ୍କୁ ଫିଟନେସ୍‌ ଟେଷ୍ଟ ଦେବାକୁ ପଡିବ ।
Read More...

ଆର୍ଯ୍ୟନଙ୍କୁ କ୍ଲିନଚିଟ ପରେ ହରଡ଼ଘଣାରେ ୱାଙ୍ଖଡେ଼

ମୁମ୍ବାଇ:ମୁମ୍ବାଇ କ୍ରୁସ ଡ୍ରଗ୍ସ ମାମଲାରେ ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ କ୍ଲିନ୍‌ଚିଟ୍‌ ମିଳିବା ପରେ ସମୀର ୱାଙ୍ଖଡେ଼ଙ୍କ ପ୍ରତି ଅଡୁଆ ବଢିଛି । ମାମଲାରେ ଉଚିତ୍‌ ତଦନ୍ତ ହୋଇ ନଥିବାରୁ ସମୀର ୱାଙ୍ଖଡେ଼ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ
Read More...

ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖିଲେ ଓପିଏସସି

କଟକ : ସୁପ୍ରିମକୋର୍ଟଙ୍କ ତାଗିଦ ଏବଂ ବ୍ୟାପକ ହୋ-ହଲ୍ଲା ପରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖିଛନ୍ତି ଓଡିଶା ଲୋକସେବା ଆୟୋଗ(ଓପିଏସସି) । ଆୟୋଗ ପକ୍ଷରୁ ଆଜି ଏନେଇ ଏକକାଳୀନ ଦୁଇଟି ନୋଟିସ୍‌ ଜାରି ହୋଇଛି । ଫିଜିକ୍ସରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ନିମନ୍ତେ ଆସନ୍ତା ଜୁନ୍‌ ୪
Read More...

ବିଦେଶୀ ନକଲି ମଦ ଜବତ ଘଟଣା, ମୁଖ୍ୟ କାର୍ପଟଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ

ପାଟଣାଗଡ଼:ଗତକାଲି ପାଟଣାଗଡ଼ ଅବକାରୀ ବିଭାଗ ଓ ଅବକାରୀ ଭିଜିଲାନ୍ସ ବିଭାଗ ସମ୍ବଲପୁରର ମିଳିତ ଚଢ଼ାଉ ରେ ଖପ୍ରାଖୋଲ ଓ ପାଟଣାଗଡ଼ ବିଦେଶୀ ମଦ ଦୋକାନରୁ ବିପୁଳ ପରିମାଣର ବିଦେଶୀ ନକଲି ମଦ ଜବତ କରାଯାଇଛି । ଏଥିରେ ପାଟଣାଗଡ଼ ଓ ଖପ୍ରାଖୋଲ ଦୁଇ ବିଦେଶୀ ମଦ ଦୋକାନର ଦୁଇ ଜଣ କର୍ମଚାରୀଙ୍କୁ
Read More...