ଦିନିକିଆ କ୍ରିକେଟରୁ ଅବସର ଘୋଷଣା କଲେ ଷ୍ଟୋକ୍ସ

ନୂଆଦିଲ୍ଲୀ: ଇଂଲଣ୍ଡ ତଥା ସଂପ୍ରତି ବିଶ୍ଵ କ୍ରିକେଟର ତାରକା ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ସମସ୍ତ କ୍ରିକେଟ୍ ପ୍ରେମୀଙ୍କୁ ଚକିତ କରିଛି। ଷ୍ଟୋକ୍ସ ୨୦୧୯ ଦିନିକିଆ ବିଶ୍ଵ କପରେ ଇଂଲଣ୍ଡକୁ ଚାମ୍ପିଅନ କରାଇବାରେ ପ୍ରମୁଖ…
Read More...

ଜବରଦଖଲ ଗୋଚର ଜମି ଉଦ୍ଧାର ପାଇଁ ପ୍ରଶାସନର ସଚେତନତା ସଭା

ଖପ୍ରାଖୋଲ : ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଓଡ଼ିଆପାଲି ଗାଁରେ ରାଜସ୍ୱ ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଉଦ୍ୟମରେ ଜବରଦଖଲ ଗୋଚର ଜମି ଉଦ୍ଧାର ପାଇଁ ସଚେତନତା ସଭା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ଖପ୍ରାଖୋଲ ବ୍ଲକ୍‌ ପ୍ରାଣୀ ସମ୍ପଦ…
Read More...

କନ୍ଧମାଳ ଜିଲ୍ଲାରେ ଆଉ ୭ ନୂଆ ପଜିଟିଭ ଚିହ୍ନଟ

ଫୁଲବାଣୀ- ସୋମବାର କନ୍ଧମାଳ ଜିଲ୍ଲାରେ ପୁଣି ୭ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ରବିବାର ୭ ନୂଆପଜିଟିଭକୁ ମିଶାଇ ଏଯାଏ ପଜିଟିଭ ସଂଖ୍ୟା ୨୪ରେ ପହଞ୍ଚିଛି । ଜିଲ୍ଲା ପ୍ରଶାସନର କଟକଣା ନଥିବାରୂ ମାସ୍କ ପିନ୍ଧିବା, ସାମାଜିକ ଦୂରତା କଥା ସମସ୍ତେ ଭୁଲିଗଲେଣି । କେହିବି କୋରାନା…
Read More...

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ୍‌ ଦେଲେ କଂଗ୍ରେସ ବିଧାୟକ, କହିଲେ ଏମିତି

ଭୁବନେଶ୍ବର : ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ । ତେବେ ଦଳ ନିଷ୍ପତ୍ତି ବାହାରକୁ ଯାଇ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି ମହମ୍ମଦ ମୋକିମ୍‌ । ଓଡିଆ ଭାବାବେଗ ଓ ଓଡିଆ ଝିଅକୁ ସମ୍ମାନ ଦେଇ ସେ ଭୋଟ୍…
Read More...

ଭାରତ ବିପକ୍ଷ ସିରିଜ୍ ପାଇଁ ଓ୍ୱେଷ୍ଟ ଇଣ୍ଡିଜ ଦଳ ଘୋଷଣା

ନୂଆଦିଲ୍ଲୀ : ଭାରତର ଇଂଲଣ୍ଡ ଗସ୍ତ ଶେଷ ହୋଇଛି । ଏବେ ଦଳ ଓ୍ୱେଷ୍ଟଇଣ୍ଡିଜ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ଦଳ ତିନୋଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ । ତେବେ ଭାରତ ବିପକ୍ଷରେ ଇଣ୍ଡିଜ ୧୩ ସଦସୀୟ ଦଳ ଘୋଷଣା କରିଛି । ଦଳକୁ ଷ୍ଟାର୍…
Read More...

ଖୋଲିଲା ହୀରାକୁଦ ଗେଟ, ନିଷ୍କାସିତ ହେଉଛି ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ବିଶ୍ୱ ପ୍ରସିଦ୍ଧ ହୀରାକୁଦ ଜଳଭଣ୍ଡାରରୁ ଆଜି ଏବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ପ୍ରକ୍ରିୟା ଅନୁସାରେ କ୍ରମାନୁସାରେ ଗୋଟିଏ ପରେ ଗୋଟିଏ କରି ପାଞ୍ଚଟି ଗେଟ ଖୋଲାଯାଇ ୧ଲକ୍ଷ, ୧ହଜାର ୧୫୬ ଘନଫୁଟ ବନ୍ୟାଜଳ ନିଷ୍କାସିତ ହେଉଛି ଓ ଠିକ…
Read More...

ପ୍ରେମିକ ସାଜିଲା ସଇତାନ୍‌,ଦୁଷ୍କର୍ମ ପରେ ହତ୍ୟା

ବାଲିଗୁଡ଼ା:ପ୍ରେମିକ ସାଜିଲା ସଇତାନ୍‌ । ଦୁଷ୍କର୍ମ ପରେ ପ୍ରେମିକାକୁ ହତ୍ୟା କଲା ସଇତାନ୍‌ ପ୍ରେମିକ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଦଡିଙ୍ଗିଆ ଗ୍ରାମ ପଞ୍ଚାୟତର ଆମ୍ବେଦକର ନଗର ନିକଟରେ । ଗତ ତା: ୧୪.୦୭.୨୦୨୨ ରିଖ ଗୁରୁବାର ଦିନ ହୋଇଥିବା ଯୁବତୀ ହତ୍ୟା…
Read More...

ନଦୀକୁ ଖସିଲା ବସ୍‌, ୧୩ ମୃତ

ଧାର୍‍ : ମଧ୍ୟପ୍ରଦେଶର ଧାର୍‍ ଜିଲାର ଖଲଘାଟରେ ଆଜି ଏକ ବଡ ଅଘଟଣ ଘଟିଛି। ନର୍ମଦା ନଦୀକୁ ବସ୍‍ ଖସିବା ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଏଯାଏଁ ନଦୀରୁ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାସହ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ସେହିପରି ୨୫ ରୁ ୨୭ ଜଣ ଏବେ ମଧ୍ୟ ନିଖୋଜ…
Read More...

ଅନ୍ତର୍ଜାତୀୟ ପେଞ୍ଚାକ ସିଲାଟ ଚମ୍ପିୟାନସିପ ନିମନ୍ତେ ରେଫେରି ଭାବେ ହରିଷଙ୍କ ମାଲେସିୟା ଗସ୍ତ

ନବରଙ୍ଗପୁର : ଜୁଲାଇ ୨୦ ରୁ ୩୧ତାରିଖ ପର୍ଯ୍ୟନ୍ତ ମାଲେସିୟାର ମେଲାକ ସହରରେ ଅନୁଷ୍ଠିତ ହେବାକୁ ଥିବା ୧୯ତମ ବିଶ୍ୱ ପେଂଚାକ ସିଲାଟ ଚମ୍ପିୟାନସିପ ନିମନ୍ତେ ରେଫେରି ଭାବେ ଭାରତର ତିନି ଜଣଙ୍କ ମଧ୍ୟରୁ ଓଡ଼ିଶାର ଜଣେ ମାତ୍ର ମନୋନୀତ ହୋଇଛନ୍ତି । ସେ ନବରଙ୍ଗପୁର ଗାନ୍ଧିନଗରର ହରିଷ ଚନ୍ଦ୍ର…
Read More...

ଆରମ୍ଭ ହେଲା ମାସିକ ଶ୍ରାବଣୀ ଯାତ୍ରା, ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ବାଲିଗୁଡ଼ା: ଆରମ୍ଭ ହୋଇଛି ମାସିକ ଶ୍ରାବଣୀ ଯାତ୍ରା । ପବିତ୍ର ଗୁରୁ ପୁର୍ଣ୍ଣିମାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ । ବିଶ୍ୱାସ ରହିଛି ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ କୋଟି ପୁଣ୍ୟ ମିଳେ । ସେଇ ବିଶ୍ୱାସ ନେଇ ମାନସିକଧାରୀ ମହାଦେବଙ୍କ ନିକଟରେ ଜଳାଭିଷେକ କରନ୍ତି ଏହି…
Read More...