ପିଆଜ ସଂରକ୍ଷଣ ଘର ବାଟବଣା, ପିଆଜ ଘରେ ଚାଲିଛି କୁକୁଡ଼ା ଚାଷ
ବୌଦ୍ଧ/ଜହ୍ନାପଙ୍କ,୧୮/୭- ରାଜ୍ୟରେ ପିଆଜ ଉତ୍ପାଦନ ବୃଦ୍ଧି ନେଇ ସରକାର ଯୋଜନା କରିଛନ୍ତି । ଆଗ୍ରହୀ ଚାଷୀଙ୍କୁ ବିହନ ଠାରୁ ଆରମ୍ଭ କରି ପିଆଜ ଘର ପାଇଁ ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ବୌଦ୍ଧ ବ୍ଲକରେ ଚାଷୀ ବାରମ୍ବାର କ୍ଷତି ସହିବାରୁ ପିଆଜ ଚାଷ ପ୍ରତି ବିମୁଖ ହେଲେଣି । ସରକାରୀ!-->…
Read More...
Read More...