ଆଜି ସଂଧ୍ୟାରେ ବାରବାଟୀ ଫାଇଟ୍, ବିଜୟ ଲକ୍ଷ୍ୟରେ ଭାରତ
କଟକ : ଆଜି ଭାରତ ଓ ଦକ୍ଷିଣ ଆଫ୍ରିକ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏହୁ ନେଇ ଉଭୟ ଦଳର ଖେଳାଳିମାନେ ଗତକାଲି ଜୋରଦାର ଅଭ୍ୟାସ କରିଥିଲେ । ପ୍ରଥମ ଟି-୨୦ ଭାରତ ହାରି ଥିବାରୁ କଟକରେ କମ୍ ବ୍ୟାକ୍ ପାଇଁ ଦଳ ଜୋରଦାର!-->…
Read More...
Read More...