ଜ଼ିଲ୍ଲା କଳା ସଂସ୍କୃତି ସଂଘର ବୈଠକ, ବ୍ଲକ ଉପ ସଭାପତିଙ୍କୁ ପରିଚୟ ପତ୍ର ପ୍ରଦାନ

ବାଲିଗୁଡା: କନ୍ଧମାଳ ଜ଼ିଲ୍ଲା ଫୁଲବାଣୀ ସ୍ଥିତ ସଂସ୍କୃତି ଭବନରେ ନବ ନିଯୁକ୍ତ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜ଼ିଲ୍ଲା ସଂସ୍କୃତି ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଜ଼ିଲ୍ଲାର ବାରଗୋଟି ବ୍ଲକର ଉପ ସଭାପତିମାନଙ୍କୁ ପରିଚୟ ପତ୍ର
Read More...

ବିଶେଷଜ୍ଞ କମିଟି (ଶିଶୁ ସୁରକ୍ଷା)ର ଉପ କାରାଗାର ପରିଦର୍ଶନ

ସୁବର୍ଣ୍ଣପୁର: ଓଡିଶା ସରକାରଙ୍କ ଗୃହ ବିଭାଗ ଦ୍ୱାରା ମନୋନୀତ ବିଶେଷଜ୍ଞ କମିଟି (ଶିଶୁ ସୁରକ୍ଷା ) ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ସୋନପୁର ଉପକାରାଗାର ପରିଦର୍ଶନ କରିଛନ୍ତି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା ସସ୍ମିତା ମିଶ୍ରଙ୍କ ତତ୍ତ୍ୱାବଧାନରେ କମିଟିର
Read More...

ଲଲାଟ ମୋହନ ପଟ୍ଟନାୟକଙ୍କୁ ଧର୍ମପଦ ପୁରସ୍କାର

ଭୁବନେଶ୍ୱର,୨୭/୫: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୨୧ ବର୍ଷ ପାଇଁ ଆଜି ଧର୍ମପଦ ପୁରସ୍କାର ଘୋଷଣା କରାଯାଇଛି । ଏହି ବର୍ଷ ପାଇଁ ଧର୍ମପଦ ପୁରସ୍କାର ପାଇବେ ବରିଷ୍ଠ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକ । ସେହିପରି ଶିଳ୍ପୀ ସମ୍ୱର୍ଦ୍ଧନା
Read More...

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ବାଲିଗୁଡ଼ା:ସାପ କାମୁଡାରେ ୩୩ ବର୍ଷର ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଘରେ ଶୋଇଥିବା ବେଳେ ରାତି ପ୍ରାୟ ୧୧ଟା ସମୟରେ ସାପ କାମୁଡିଥିଲା । ଯାହା ସୂଚନା ରହିଚି ଭବାନୀପାଟଣା ମଣ୍ଡରବଗିଚାର ପବିତ୍ର କୁମାର ସିଂଙ୍କ ସ୍ତ୍ରୀ ମାନସିନୀ ସିଂ ବାଲିଗୁଡା ନିଜ ବାପା ଘର ବୁଲି ଆସିଥିଲେ ।
Read More...

ନଦୀକୁ ଖସିପଡିଲା ସେନା ଗାଡି, ୭ ଜବାନ ସହିଦ

ଲଦାଖ : ଲଦାଖରେ ଏକ ବଡ଼ ଦୁର୍ଘଟଣା ଘଟିଛି । ସ୍ଥଳ ସେନାର ଏକ ଗାଡି ସ୍ୱୋକ୍‌ ନଦୀକୁ ଖସି ପଡିଛି । ଏହି ଦୁର୍ଘଟଣାରେ ୭ଜଣ ସେନା କର୍ମଚାରୀ ସହିଦ ହୋଇଛନ୍ତି । ଆହୁରି ଅନେକ ଯବାନ ଆହତ ହୋଇଥିବା କୁହାଯାଉଛି । ଅଧିକ ଗୁରୁତର ଆହତଙ୍କୁ ବାୟୁସେନା ସହାୟତାରେ ଉଦ୍ଧାର କରାଯାଇଛି । କୁହାଯାଉଛି
Read More...

ଡ୍ରେନରେ ଫଶି ରହିଥିବା ଷଣ୍ଢକୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ସମ୍ବଲପୁର : ସ୍ଥାନୀୟ ଦେହେରୀପାଲି ସାଣ୍ଡିଲ୍ୟ କଲେଜ ନିକଟରେ ଆଜି ଏକ ଷଣ୍ଢ ଅନ୍ୟ ଏକ ଷଣ୍ଢ ସହ ଲଢିବା ପରେ ଡ୍ରେନରେ ଖସି ପଡିଥିଲା ଓ ସେଠାରେ ଫଶି ରହିଯାଇଥିଲା । ସ୍ଥାନୀୟ ସୂତ୍ରରୁ ଏବିଷୟରେ ଶୁଣି ଜାଣିବା ପରେ ଏହି ଅଂଚଳରେ ନିଯୁକ୍ତ ସମ୍ବଲପୁର ନଗର ନିଗମ ସଫେଇ ଜମାଦାର ସଙ୍ଗେ ସଙ୍ଗେ
Read More...

ବର୍ଷା-ଅନୁଭବଙ୍କୁ ହାଇକର୍ଟଙ୍କ ତାଗିଦ

କଟକ: ହାଇକୋର୍ଟରେ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ସୋସିଆଲ ମିଡିଆରେ ମନ୍ତବ୍ୟ ନରଖିବାକୁୁ ଉଭୟଙ୍କୁ ହାଇକୋର୍ଟ ତାଗିଦ କରିଛନ୍ତି । କେହି କାହା ବିରୋଧରେ ମନ୍ତବ୍ୟ ନଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଉ କୌଣସି ଭିଡିଓ ପୋଷ୍ଟ ନକରିବାକୁ
Read More...

ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ସହ ସଂଯୋଗୀକରଣ ନିମନ୍ତେ କର୍ମଶାଳା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ ସହିତ ସଂଯୋଗୀକରଣ ୨୦୨୨- ୨୩ ଆର୍ଥିକ ବର୍ଷ ଏକ କର୍ମଶାଳା ମିଶନ ଶକ୍ତି ଜରିଆରେ ଅନୁଷ୍ଠିତ ହୋଇ ଯାଇଛି ।ଗତ ବର୍ଷ ଭଲ କାମ କରି ଥିବା
Read More...

ଗଜପତି ଜିଲ୍ଲାପାଳଙ୍କ ଆର ଉଦୟଗିରି ବ୍ଳକ ଗସ୍ତ, ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଆର ଉଦୟଗିରି ଗ୍ରାମର ଜନସ୍ୱାସ୍ଥ୍ୟ ବିଭାଗ ନିକଟରେ ନିର୍ମାଣ ହୋଇ ଥିବା ସିମେଣ୍ଟ ଇଟା ଫେକ୍ଟ୍ରିକୁ ଉଦଘାଟନ କରି ଏହାପରେ ରଣ୍ଡିବା କେ. ଏମ୍‌ ଭାଲିଆ ସାହି ଓ ମହେନ୍ଦ୍ରଗଡ଼ ୫-ଟି ରୂପନ୍ତିକରଣ ବିଦ୍ୟାଳୟ ରଣ୍ଡିବା ଗ୍ରାମରେ ବ୍ଳକ
Read More...

ଭୂ-ମାଫିଆଙ୍କ ଉପଦ୍ରବ ବିରୁଦ୍ଧରେ ମହିଳାଙ୍କ ପୁଲିସ ପାଖରେ ଗୁହାରି

ସମ୍ବଲପୁର: ସ୍ଥାନୀୟ ସିଟି ରେଲୱେ ଷ୍ଟେସନ ନିକଟସ୍ଥ ଅଞ୍ଚଳରେ ଭୂ-ମାଫିଆଙ୍କ ଉପଦ୍ରବ ବଢ଼ିବାକୁ ଲାଗିଛି ଓ ସେମାନଙ୍କ ଉପଦ୍ରବର ଶିକାର ହୋଇଥିବା ପରିବାରଙ୍କ ପକ୍ଷରୁ ବହୁସଂଖ୍ୟକ ମହିଳାମାନେ ଗୁହାରି କରିବା ପାଇଁ ଆଜି ଜିଲ୍ଲା ପୁଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ । କିନ୍ତୁ
Read More...