ଚତୁର୍ଥ ଦିନରେ ବି ବିରୋଧୀଙ୍କ ହଟ୍ଟଗୋଳ, ଗୃହ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ
ନୂଆଦିଲ୍ଲୀ- ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନଠାରୁ ବିରୋଧୀମାନେ ବିଭିନ୍ନ ପ୍ରସଂଗରେ ହୋହଲ୍ଲା ଜାରି ରଖିଛନ୍ତି । ଆଜି ଚତୁର୍ଥ ଦିନରେ ମଧ୍ୟ ସେହି ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି । ବିରୋଧୀଙ୍କ ନାରାବାଜି ମଧ୍ୟରେ ଗୁରୁବାର ଦିନ ସଂସଦର ଉଚ୍ଚ ସଦନର କାର୍ଯ୍ୟକାରିତା ଅପରାହ୍ନ!-->…
Read More...
Read More...