ଜୁନ ପହିଲାରୁ “ନୋ ହେଲମେଟ ନୋ ପେଟ୍ରୋଲ’କୁ ଜିଲ୍ଲାରେ କଡାକଡି କରିବାକୁ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ
ସୁବର୍ଣ୍ଣପୁର: ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାରେ ସଡକ ସୁରକ୍ଷା ଓ ତତ୍ସମ୍ୱନ୍ଧୀୟ ଦୁର୍ଘଟଣାକୁ ହ୍ରାସ କରିବା ନିମନ୍ତେ ପ୍ରଶାସନ ଓ ଜିଲ୍ଲା ପେଟ୍ରୋଲ ପମ୍ପ ମାଲିକମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ!-->…
Read More...
Read More...