ଜମି ଲିଜ ପଟ୍ଟା ପାଇବା ସତ୍ତେ୍ୱ ଜମି ଦଖଲ ନହେବାରୁ ତହସିଲ କାର୍ଯ୍ୟାଳୟ ଘେରାଉ

ସୁବର୍ଣ୍ଣପୁର : ବାସହୀନଙ୍କୁ ଜମି ଯୋଗାଇଦେବା ପାଇଁ ସରକାରଙ୍କ ଅନେକ ଯୋଜନା କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ରାମପୁର ତହସିଲ ଅଞ୍ଚଳରେ ଅନେକ ଆଦିବାସୀ ହରିଜନ ଓ ଗରିବଗୁରୁବାଙ୍କୁ ଜମି ଲିଜ ସୂତ୍ରରେ ପ୍ରଦାନ କରାଯାଇଥିଲା । ହେଲେ ସେମାନେ ପାଇଥିବା ପଟ୍ଟାରେ ଜମିର ଖାତା ନଂ ମୌଜା
Read More...

ଟିମ୍‌ ଇଣ୍ଡିଆକୁ ଆଉ ଏକ ଝଟକା,ଗାଏକ୍ୱଡ ଆହତ

ନୂୂଆଦିଲ୍ଲୀ : ଭରତୀୟ ଦଳ ଏକା ସମୟରେ ଦୁଇଟି ଟିମ୍‌ ଦୁଇଟି ଦେଶକୁ ଗସ୍ତ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୋଟିଏ ଦଳ ଆୟର୍ଲାଣ୍ଡରେ ଟି -୨୦ ସିରିଜ୍‌ ଖେଳୁଥିବାବେଳେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଅନ୍ୟ ଦଳ ଆଗାମୀ ଟେଷ୍ଟ ମ୍ୟାଚ୍‌ ପାଇଁ ଅଭ୍ୟାସ ପାଇଁ ଇଂଲଣ୍ଡରେ ଅଛନ୍ତି
Read More...

ଦୂରହେବ ଛାମୁଣ୍ଡିଆ ଅଂଚଳର ସମସ୍ୟା, ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ମୋବାଇଲ ଟାୱାର୍‌

ଦଶପଲ୍ଲା : ସାଂପ୍ରତିକ ସମାଜରେ,ପ୍ରତିଟି ମୁହୂର୍ତ୍ତରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ଜରୁରୀ ହୋଇପଡିଛି । ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ ଦପ୍ତର ପର୍ଯ୍ୟନ୍ତ ଏହାର ବ୍ୟବହାର ଜରୁରୀ ହୋଇପଡିଛି । ଜନସାଧାରଣଙ୍କୁ ଏହି ସୁବିଧା ଯୋଗାଇଦେବା ପାଇଁ
Read More...

ରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ଯଶଓ୍ୱନ୍ତ ସିହ୍ନା

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଯଶୱନ୍ତ ସିହ୍ନାଙ୍କ ନାମାଙ୍କନ ଦାଖଲ ବେଳେ ବିରୋଧୀ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ
Read More...

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ଓଡିଶା ଭାଜପା ବିଧାୟକଗଣ

ସମ୍ବଲପୁର: ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦିଲ୍ଲୀ ଗସ୍ତରେ ଯାଇଥିଲେ ଓଡିଶାର ବିଧାୟକଗଣ । ନାମାଙ୍କନପତ୍ର ଦାଖଲ କାର୍ଯ୍ୟକ୍ରମ ପରେ ଓଡିଶାର ଭାଜପା ବିଧାୟକମାନେ ନିଜନିଜ ଅଞ୍ଚଳର ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ
Read More...

ଦଶପଲ୍ଲାରେ ଉଦଘାଟିତ ହେଲା ରୋଟାରୀ କ୍ଲବ୍‌

ଦଶପଲ୍ଲା : ଗତକାଲି ସଂଧ୍ୟାରେ ଦଶପଲ୍ଲା ସ୍ଥିତ ଗୋବିନ୍ଦ ଭବନଠାରେ ବିଧିବଦ୍ଧ ଭାବେ ରୋଟାରୀ କ୍ଲବର ଉଦଘାଟନ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଗଭର୍ଣ୍ଣର ରୋଟାରୀଆନ ଶାନ୍ତନୁ କୁମାର ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟ ଜିଲ୍ଲାରୁ ରୋଟାରୀ ବନ୍ଧୁ ମାନେ ସମ୍ମାନିତ ଅତିଥି
Read More...

ଆଲିଆ ଭଟ୍ଟ ଗର୍ଭବତୀ ! ହସ୍ପିଟାଲରୁ ସେୟାର କଲେ ଫଟୋ

ଆଲିଆ ଭଟ୍ଟ ଗର୍ଭବତୀ ଅଛନ୍ତି ! ସେ ନିଜ ଇନଷ୍ଟାଗ୍ରାମରେ ଦୁଇଟି ଛବି ପୋଷ୍ଟ କରି ଏହି ଖବର ଦେଇଛନ୍ତି । ଉଭୟ ରଣବୀର ଓ ଆଲିଆ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ଯେ, ଆମ ବେବି ଖୁବ ଶୀଘ୍ର ଆସୁଛି । ଆଲିଆ ହସ୍ପିଟାଲ ବେଡରେ ଖୁସି ଥିବାର ଦେଖାଯାଉଛି । ରଣବୀର କପୁର ମଧ୍ୟ ପାଖରେ
Read More...

ଟି-୨୦ରେ ଏମିତି କରିବାରେ ପ୍ରଥମ ଭାରତୀୟ ଅଧିନାୟକ ହେଲେ ପାଣ୍ଡ୍ୟା

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ମୁକାବିଲାରେ ଭାରତ ୭ ଓ୍ୱିକେଟରେ ମ୍ୟାଚ୍ ଜିତି ନେଇଛି । ବର୍ଷା ବାଧାପ୍ରାପ୍ତ ଏହି ମୁକାବିଲା ୧୨ ଓଭରକୁ କମାଇ ଦିଆଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ୧୦୮ ରନ୍ କରିଥିବା ବେଳେ ଭାରତ ଟାର୍ଗେଟ୍ ପୁରା
Read More...

ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୩୦ତମ ଶ୍ରାଦ୍ଧ ବାର୍ଷିକୀ ମହୋତ୍ସବ

ଦଶପଲ୍ଲା : ଦଶପଲ୍ଲାର ଗୋବିନ୍ଦ ଭବନଠାରେ ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୩୦ତମ ଶ୍ରାଦ୍ଧ ବାର୍ଷିକ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ସଭାରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା, ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତା ଭାବରେ ଓଡ଼ିଶା ସାହିତ୍ୟ
Read More...

ଦଶପଲ୍ଲା ସ୍ୱାଭିମାନ ମଞ୍ଚର ଜନସଂପର୍କ ଶୋଭାଯାତ୍ରା

ଦଶପଲ୍ଲା: ଦଶପଲ୍ଲାର ସ୍ୱାଭିମାନକୁ ବଜାୟ ରଖିବା ସହିତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ସକାଶେ ଦଶପଲ୍ଲା ସ୍ୱାଭିମାନ ମଂଚ ପକ୍ଷରୁ ଏକ ଜନସମ୍ପର୍କ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳରୁ ଆସିଥିବା ସ୍ୱାଭିମାନୀ ଜନସାଧାରଣ
Read More...