ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

ପାଟଣାଗଡ : ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡିଶା ସରକାର ଏବଂ କେନ୍ଦ୍ର ସରକାରଙ୍କ ଆଦିବାସୀ ମାରଣ ନୀତିଗୁଡିକୁ
Read More...

ବାଗ୍ମୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ସୁସାହିତ୍ୟିକ, ଜଗନ୍ନାଥ ସଂସ୍କୃତି ର ଅନନ୍ୟ ଗବେଷକ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଶୋକବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ
Read More...

ପାଣ-ଗଣ୍ଡା ସମାଜର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ : ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦର ସଭାପତି ବଟକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଏକ ହୋଟେଲ ସଭା ଗୃହଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ସ୍ୱାଗତ ଭାଷଣ ଦେବା
Read More...

ବାତ୍ୟା ଅସାନି ସମ୍ପର୍କରେ ବଡ଼ ସୂଚନା ଦେଲେ ଏସ୍‌ଆରସି

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ବାତ୍ୟା ଅସାନି ସମ୍ପର୍କରେ ବଡ଼ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ବାତ୍ୟା ଅସାନି ଏବେ ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ପ୍ରାୟ ୯୨୦ କିମି ଦୂରରେ ରହିଛି। ବାତ୍ୟା ୧୦ ତାରିଖ ସନ୍ଧ୍ୟା
Read More...

ହାଇଦ୍ରାବାଦକୁ ହରାଇଲା ଆରସିବି

ମୁମ୍ବାଇ: ଅଧିନାୟକ ଡୁ ପ୍ଲେସିସଙ୍କ ଅର୍ଦ୍ଧଶତକୀୟ ଇନିଂସ ଏବଂ ଓ୍ଵାନିନ୍ଦୁ ହସରଙ୍ଗାଙ୍କ ୫ ଓ୍ଵିକେଟ୍ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୬୭ ରନରେ ପରାସ୍ତ କରିଛି। ଏହାକୁ ମିଶାଇ ହାଇଦ୍ରାବାଦ କ୍ରମାଗତ ଚତୁର୍ଥ ପରାଜୟ ଭାଗିଛି। ୧୨ଶ ମ୍ୟାଚରୁ
Read More...

ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ

ଭୁବନେଶ୍ଵର: ବିଶିଷ୍ଟ ସାହିତ୍ୟିକ, ବାଗ୍ମୀ ତଥା ପଦ୍ମଶ୍ରୀ ରଜତ କରଙ୍କ ରବିବାର ପରଲୋକ ଘଟିଛି। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଭଞ୍ଜ ସାହିତ୍ୟର ବିଶିଷ୍ଟ ବ୍ୟାଖ୍ୟାକାର ରଜତ କର ୮୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି।
Read More...

ଆକାଂକ୍ଷା ମହିଳା ସଂଗଠନ ତରଫରୁ ମାତୃ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ଗ୍ରାମରେ ସଙ୍ଗଠନର ଉପଦେଷ୍ଟା ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀଙ୍କ ଅଧ୍ୟକ୍ଷତାରେ ମାତୃ ଦିବସ ପାଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମହିଳା
Read More...

ନୂଆସାହି ବାପ୍ଟିଷ୍ଟ ଚର୍ଚ୍ଚରେ ଆନ୍ତର୍ଜାତୀୟ ମାତୃ ଦିବସ ପାଳିତ

ଘୁ ଉଦୟଗିରି: ଆଜି ଆନ୍ତର୍ଜାତୀୟ ମାତୃ ଦିବସ । ଏହି ମାତୃ ଦିବସ ପ୍ରତି ବର୍ଷ ମେ ମାସର ଦ୍ୱିତୀୟ ରବିବାର ଦିନ ପାଳନ କରାଯାଇଥାଏ ।ଏହି ମାତୃ ଦିବସରେ ଚର୍ଚ୍ଚ ଆସୁଥିବା ସମସ୍ତ ମାଁ ମାନଙ୍କୁ ସଣ୍ଡେ ସ୍କୁଲ ପିଲାମାନଙ୍କ ଦ୍ୱାରା ଫୁଲ ଦେଇ ସ୍ୱାଗତ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ । ପରେ
Read More...

ଜାତିଆଣ ନେଇ ଶବ ପଡିରହିଲା ୧୨ ଘଣ୍ଟାରୁ ଉର୍ଦ୍ଧ୍ୱ, ଶବ ସତ୍କାର କଲେ ସ୍ୱେଚ୍ଛାସେବୀ

ଜହ୍ନାପଙ୍କ: ବର୍ତ୍ତମାନ ସଭ୍ୟ ସମାଜରେ ଅନେକ କୁସଂସ୍କାର ରହିଥିବା ଦେଖିବାକୁ ମିଳିଛି । ମଣିଷ ଯାଇ ଚନ୍ଦ୍ର ପୃଷ୍ଠରେ ରହିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ବର୍ତ୍ତମାନ ସଭ୍ୟ ସମାଜରେ ମଧ୍ୟ କୁସଂସ୍କାର ଯୋଗୁଁ ଜାତିଆଣ ଭାବକୁ ନେଇ ଶବକୁ ନ ଛୁଇଁବା ଭଳି ଏକ ଘଟଣା ବୌଦ୍ଧ ବ୍ଳକ ବଢିଗାଁ
Read More...

ତୁରେକେଲା ବ୍ଳକ ସ୍ତରରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ

କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ଅନ୍ତର୍ଗତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଭାଲୁକୁନାଠାରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି । ସର୍ବପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଜୁନିୟର ରେଡ଼କ୍ରସ ପରାମର୍ଶ ଦାତା ମାନଙ୍କ ଉପସ୍ଥିତିରେ ରେଡ଼କ୍ରସ ପତାକା ଉତ୍ତୋଳନ
Read More...