ଆଜି ନାମାଙ୍କନ ଦାଖଲ କରିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ। ଏହି ସମୟରେ ଓଡ଼ିଶା ବିଜେପିର ସମସ୍ତ ବିଧାୟକ ଓ ବିଜେଡି ପକ୍ଷରୁ ପ୍ରସ୍ତାବ ସାଜିଥିବା ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ଉପସ୍ଥିତ ରହିବେ। ଏହାବାଦ!-->…
Read More...
Read More...