ରଥଯାତ୍ରା ପାଇଁ ପ୍ରଥମ ସମନ୍ୱୟ ବୈଠକ

ପୁରୀ : ପୁରୀ ରଥଯାତ୍ରା ସମନ୍ୱୟ କମିଟିର ପ୍ରଥମ ବୈଠକ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ପୌରସଦନରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇ ବର୍ଷପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏହାର ସଫଳତା ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକରେ
Read More...

କଳିଙ୍ଗ ବୈଶ୍ୟ ସମାଜ ପକ୍ଷରୁ ସାମୂହିକ ବ୍ରତ

ନବରଙ୍ଗପୁର: ସ୍ଥାନୀୟ କନ୍ୟକା ପରେମେଶ୍ୱରୀ ମନ୍ଦିରଠାରେ କନ୍ୟକା ପରେମେଶ୍ୱରୀ ମନ୍ଦିର କମିଟି ପକ୍ଷରୁ କଳିଙ୍ଗ ବୈଶ୍ୟ ସମାଜର ସାମୂହିକ ବ୍ରତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୦ ଜଣଙ୍କ ବ୍ରତ ସମ୍ପନ୍ନ ହୋଇଥିଲା । ୧୯୦ ଜଣଙ୍କ ମଧ୍ୟରୁ ୭୦ ଜଣ ବିଷ୍ଣୁ ମତଧାରୀ ହୋଇଥିବାବେଳେ ୧୨୦
Read More...

ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ

ପାରଳାଖେମୁଣ୍ଡି : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର "ଓସୱାନ୍‌' କକ୍ଷରେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଗଜପତି ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜସ୍ୱ ଆଦାୟଠାରୁ ଆରମ୍ଭ କରି
Read More...

ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଜଳିଗଲା ଗ୍ରେଡର ମେସିନ୍‌

ବାଲିଗୁଡ଼ା: ସର୍ଟ ସର୍କିଟ ହୋଇ ଜଳିଗଲା ଠିକା ସଂସ୍ଥାରେ ନିୟୋଜିତ ଗ୍ରେଡେର ମେସିନ୍‌ । ସୂଚନା ପ୍ରକାରେ ଆଜି ସକାଳ ପ୍ରାୟ ୯.୩୦ ମିନିଟ୍‌ ସମୟରେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା କଞ୍ଜାମେଣ୍ଡି ଛକ ୫୯ ନଂ ଜାତୀୟ ରାଜପଥ କଡ଼ରେ ଆର୍‌କେଡି ନାମକ ଠିକା ସଂସ୍ଥାରେ ନିୟୋଜିତ ଏକ ଗ୍ରେଡର
Read More...

ଜାତୀୟ ଶିଶୁ ତୀରନ୍ଦାଜି ପ୍ରତିଯୋଗିତାରେ ସମ୍ବଲପୁରର ୩ ଜଣ

ସମ୍ବଲପୁର: ଆଜିଠାରୁ ୨୮ ତାରିଖ ଯାଏଁ ଆନ୍ଧ୍ରପ୍ରଦେଶର ରାଜମେହେନ୍ଦ୍ରିଠାରେ ଅନୁଷ୍ଠିତ ହେବାକୁଥିବା ୧୨ ତମ ଓ ୪ର୍ଥ ଶିଶୁ ଜାତୀୟ ତୀରନ୍ଦାଜି ପ୍ରତିଯୋଗିତାରେ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସବୁ ପ୍ରତିଯୋଗୀ ସମ୍ବଲପୁର ଜିଲ୍ଲାର ଯୁଯୋମୁରା ବ୍ଲକ ନିବାସୀ । ଏହି ୨
Read More...

କର୍ମଚାରୀ ଦୃଷ୍ଟି ସୁରକ୍ଷା ଯୋଜନାରେ ଚକ୍ଷୁ ପରୀକ୍ଷଣ ଶିବିର

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲାର ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ଓ ସୁବର୍ଣ୍ଣପୁର ଜିଲ୍ଲାପୋଲିସ ବିଭାଗ ଆନୁକୁଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଉଦ୍ ଘାଟନ କରିବା ସହିତ ପ୍ରତି ଆରକ୍ଷୀଙ୍କ
Read More...

ବିଭିନ୍ନ କାର୍ଯ୍ୟକ୍ରମରେ ବାଳ ମୁକୁନ୍ଦ କେନ୍ଦ୍ରର ଯୋଗଦାନ

ପାରଳାଖେମୁଣ୍ଡି : ରବିବାର ବାଳ ମୁକୁନ୍ଦ କାର୍ଯ୍ୟକ୍ରମ ବ୍ରହ୍ମମୁହୂର୍ତ୍ତରେ ପରିଛା ମଠ ବିଜେ ଶ୍ରୀରାସିକରାଜ ମହାପ୍ରଭୁଙ୍କ ମନ୍ଦିର ବେଢ଼ା ପରିକ୍ରମା ନାମ ସଂକୀର୍ତ୍ତନ ସହିତ ହୋଇଥିଲା । ପୂର୍ବାହ୍ନରେ ରାଜସୀତାପୁର ଗୋଷାଣି ବ୍ଲକ ଅନ୍ତର୍ଗତ ଅନାଥ ଆଶ୍ରମ ଶ୍ରୀଜଗନ୍ନାଥ ନିକେତନର
Read More...

ବରିଷ୍ଠ ଶିକ୍ଷକ ଦେବେନ୍ଦ୍ର ମିଶ୍ରଙ୍କ ଧର୍ମ ପତ୍ନୀଙ୍କ ଦେହାନ୍ତ

ସୁବର୍ଣ୍ଣପୁର : ଗତକାଲି ତରଭା ବ୍ଲକ ତୁଲୁଣ୍ଡା ହାଇସ୍କୁଲର ବରିଷ୍ଠ ଶିକ୍ଷକ ତଥା ରମ୍ଭୀସିଂଢୋଲ ଗ୍ରାମର ଦେବେନ୍ଦ୍ର ମିଶ୍ରଙ୍କ ଧର୍ମ ପତ୍ନୀ ଭାରତୀ ମିଶ୍ରଙ୍କ ୫୨ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିବାରୁ ତରଭା ସୋନପୁର ଓ ବଲାଙ୍ଗୀର ଅଂଚଳରେ ଶୋକ ପ୍ରକାଶ ପାଇଛି । ଶ୍ରୀମତୀ ମିଶ୍ର ମଧୁମେହ
Read More...

ଟି-୨୦ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : ଦ.ଆଫ୍ରିକା ବିପକ୍ଷ ପାଞ୍ଚଟିକିଆ ଟି-୨୦ ସିରିଜ ସହ ଇଂଲଣ୍ଡ ବିପକ୍ଷ ଗୋଟିଏ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରିଛି ଆଜି ବିସିସିଆଇ । ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମା ହୋଇଥିବା ବେଳେ କେଏଲ ରାହୁଲଙ୍କୁ ଟି-୨୦ ଦଳର ଅଧିନାୟକ କରାଯାଇଛି । ଟି-୨୦ ସିରିଜରେ
Read More...

ପ୍ଲାଷ୍ଟିକ ଓ ପଲିଥିନ ବ୍ୟାନ୍‌ ପାଇଁ ନୋଟିସ ଜାରି କଲା ଏନଏସି

କଣ୍ଟାବାଞ୍ଜି,: ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ନିର୍ଦ୍ଦେଶ କ୍ରମେ ଆଜି କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର ଅଞ୍ଚଳରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନିଷିଦ୍ଧ ପାଇଁ ନୋଟିସ ଜାରି କରିଛି । ଏନଏସି ପ୍ଲାଷ୍ଟିକ ୱେଷ୍ଟ
Read More...