ପୋଲିସର ନିଷ୍କ୍ରିୟତା ଦାବିରେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଥାନା ଘେରାଉ, ଧାରଣା ସ୍ଥଳରେ ୪ଜଣ ଅସୁସ୍ଥ

ପାଟଣାଗଡ଼: ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କୁ ହତ୍ୟା ଘଟଣା ଦୀର୍ଘ ୧୭ ଦିନ ବିତିଯାଇଥିଲେ ବି ପୋଲିସର ହତ୍ୟାକାରୀକୁ ଗିରଫ କରିବା ସହ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପୋଲିସ ନିଷ୍କ୍ରିୟତା ଅପାରଗତା ଯୋଗୁ ଯନ୍ତ୍ରୀଙ୍କ ହତ୍ୟାକାରୀଙ୍କୁ ଗିରଫ କରିବାରେ ବିଫଳ ହୋଇଛି ।
Read More...

ଜାପାନରେ ମୋଦୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା : ଭାରତରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କୁ ଆହ୍ୱାନ

ଟୋକିଓ : ଭାରତର ବିକାଶ ଯାତ୍ରାରେ ଜାପାନର ଏକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଭାରତ ଓ ଜାପାନ ପ୍ରାକୃତିକ ସହଯୋଗୀ । ଉଭୟ ଦେଶ ମଧ୍ୟରେ ଆଧ୍ୟାତ୍ମିକତା ଓ ସହଯୋଗର ବନ୍ଧନ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୋକିଓଠାରେ ଚାଲିଥିବା କ୍ୱାଡ ଶିଖର ସମ୍ମିଳନୀରେ ଯୋଗ
Read More...

ରାଜଧାନୀରେ ଖଣ୍ଡପ୍ରଳୟ : ବ୍ୟାପକ କ୍ଷୟକ୍ଷତି,ବିଭିନ୍ନ ସେବା ବ୍ୟାହତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତକାଲି ଭୀଷଣ ଗରମ ଥିଲା । ତା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ଛଟପଟ ଅବସ୍ଥା । ଆଜି ସକାଳେ ମଧ୍ୟ ପାରଦ ଧୀରେ ଧୀରେ ବଢୁଥିଲା । କୌଣସି ଆଭାସ କି ପ୍ରାକ ସୂଚନା ନଥିଲା । ହଠାତ ବଦଳିଗଲା ସବୁକିଛି । ପାରଦ ୧୮ ଡିଗ୍ରି ଖସିଗଲା । ବର୍ଷା ସାଙ୍ଗକୁ ତୁହାକୁ ତୁହା
Read More...

ଗଙ୍ଗାରେ ଡଙ୍ଗା ଓଲଟି ୬ ଜଣଙ୍କ ମୃତ୍ୟୁ

ସୋମବାର ଗଙ୍ଗା ନଦୀରେ ଡଙ୍ଗା ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ବାରଣାସୀ ଗଙ୍ଗା ନଦୀର ପ୍ରଭୁଘାଟରେ ଏହି ଅଘଟଣ ଘଟିଛି । ଅନ୍ୟ ୪ ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ସ୍କୁବା ଡାଇଭରଙ୍କ ସହାୟତାରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ପୁଲିସ ଘଟଣାସ୍ଥଳରେ ଖୋଜାଖୋଜି
Read More...

ଶରତ ପଟ୍ଟନାୟକ ହେଲେ ନୂଆ ପିସିସି ସଭାପତି

ଭୁବନେଶ୍ୱର : ବରିଷ୍ଠ ଓ ଅଭିଜ୍ଞ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ଓଡିଶା ପ୍ରଦେଶ କଂଗ୍ରେସ ନୂତନ ସଭାପତି ଭାବେ ନିଯୁକ୍ତ କରାଯାଇଛି । ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଆଜି ଜାରି ହୋଇଥିବା ପ୍ରେସ ରିଲିଜରେ ଏହି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ପ୍ରଦେଶ
Read More...

ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଉଲୁଣ୍ଡା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ
Read More...

ରାଇନା ଚାହୁଁଛନ୍ତି ଏଥର ଆରସିବି ଟ୍ରଫି ଜିତୁ, କାରଣ ମଧ୍ୟ କହିଲେ

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ତଥା ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଷ୍ଟାର ଖେଳାଳି ସୁରେଶ ରାଇନା ଚାହୁଁଛନ୍ତି ଯେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅର୍ଥାତ୍‌ ଆରସିବି ଏଥର ଆଇପିଏଲ୍‌ ଟାଇଟଲ୍‌ ଜିତନ୍ତୁ । ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ନେତୃତ୍ୱରେ ଆରସିବି
Read More...

ହସ୍ପିଟାଲରେ ଭର୍ତ୍ତି ହେଲେ ସିଦ୍ଧୁ

ଚଣ୍ଡିଗଡ: ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ପଟିଆଲା ଜେଲ୍‌ରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି। ଜେଲରେ ରୁଟି ଡାଲି ଖାଇବାକୁ ମନା କରିବା ପରେ ତାଙ୍କୁ ପଟିଆଲା ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କ ମେଡିକାଲ ଚେକ୍‌ଅପ୍ ହେବ ବୋଲି ଖବର
Read More...

ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ସମ୍ୱର୍ଦ୍ଧିତ

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଜଣାଶୁଣା ସାହିତ୍ୟିକ ତଥା ଶିକ୍ଷାବିତ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ବ୍ରହ୍ମପୁର ମହାନଗର ମହୋତ୍ସବ ଅବସରରେ "ଅମୂଲ୍ୟ ଆମ ସାହିତ୍ୟ ସଂସଦ' ତରଫରୁ ବିଶିଷ୍ଟ ସାହିତ୍ୟିକ ଭାବେ ସମ୍ୱର୍ଦ୍ଧନା ଦିଆଯାଇଛି । ଉପସ୍ଥିତ ଅତିଥି ମାନେ ଶ୍ରୀ ମହାପାତ୍ରଙ୍କୁ ଉତ୍ତରୀୟ
Read More...

କିଶୋରୀ ବାଳିକା ସଶକ୍ତିକରଣ ଅଭିଯାନ

ପାରଳାଖେମୁଣ୍ଡି, : ଆକାଂକ୍ଷା ଜ଼ିଲ୍ଲା ସହଯୋଗୀ କାର୍ଯ୍ୟକ୍ରମ ଅନ୍ତର୍ଗତ ନୀତି ଆୟୋଗ ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନ୍‌ ଦ୍ୱାରା କିଶୋରୀ ବାଳିକା ସଶକ୍ତିକରଣ ଅଭିଯାନ ଜ଼ିଲ୍ଲା ପରିଷଦ ଅଧକ୍ଷ ଜି. ତ୍ରିପତି ରାଓଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାର
Read More...