ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ହରଭଙ୍ଗା: ଆଜି ହରଭଙ୍ଗା ଆଞ୍ଚଳିକ ପଂଚାୟତ ମହାବିଦ୍ୟାଳୟ ଠାରେ କେବଳ ବରିଷ୍ଠ ନାଗରିକ ଓ କୀଡ୍‌ନୀ ରୋଗୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ସେବା ଶିବିର ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଛି । ଏହି ଶିବିରରେ ୮ଶହରୁ…
Read More...

ମଧ୍ୟପ୍ରଦେଶକୁ ପ୍ରଥମ ରଣଜୀ ଟାଇଟଲ, ମୁମ୍ବାଇକୁ ହରାଇଲା

ନୂଆଦିଲ୍ଲୀ: ୪୧ ଥରର ଚାମ୍ପିୟନ ମୁମ୍ୱାଇକୁ ହରାଇ ପ୍ରଥମ ଥର ରଣଜୀ ଚାମ୍ପିୟନ ହୋଇଛି ମଧ୍ୟ ପ୍ରଦେଶ । ଫାଇନାଲ ମୁକାବିଲାରେ ୬ ୱିକେଟରେ ହରାଇ ପ୍ରଥମ ଥର ଟାଇଟଲ କବଜା କରିଛି । ମ୍ୟାଚର ଶେଷ ଦିନରେ ମୁମ୍ୱାଇ ମଧ୍ୟ ପ୍ରଦେଶ ଆଗରେ ୧୦୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ମଧ୍ୟ ପ୍ରଦେଶ ଟିମ୍…
Read More...

ରଥଯାତ୍ରା ପାଇଁ ମକ ଡ୍ରିଲ ଅନୁଷ୍ଠିତ

ପୁରୀ : ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପର୍ଣ୍ଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟର ଏକ ମକ ଡ୍ରିଲ ଟାଉନ ଥାନା ପରିସରରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମର୍ଥ ବର୍ମା ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଚଳିତ ରଥଯାତ୍ରା ହେଉଥିବାରୁ…
Read More...

ଟିମ ପ୍ଲାଣ୍ଟ ଆମ୍ବୁଲାନ୍ସ ଦ୍ୱାରା ବର୍ଷ ପୂର୍ତ୍ତି ପାଳନ

ସମ୍ବଲପୁର : ବର୍ଷା ଋତୁର ଆଗମନ ସଙ୍ଗେ ସଙ୍ଗେ ସମସ୍ତେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମାତିଯାଆନ୍ତି, କିନ୍ତୁ ଆଗରୁ ଲଗାଯାଇଥିବା ଗଛଗୁଡ଼ିକମଧ୍ୟରୁ କେତେ ବଞ୍ଚିଛି ଓ କେତେ ମରିଛି ସେକଥା କେହି ବିଚାର କରନ୍ତି ନାହିଁ । ସମ୍ବଲପୁରରେ କିନ୍ତୁ ଏକ ସ୍ୱେଚ୍ଛାସେବୀ ଯୁବ ସଂଗଠନ ଏହି ଦିଗପ୍ରତି…
Read More...

ରାଇକିଆ ବ୍ଲକରେ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ୨୦୦ ୟୁନିଟ ବିଜୁଳି ଦେୟ ମୁକ୍ତ ପାଇଁ ବୈଠକ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପକ୍ଷରୁ ସ୍ଥାନୀୟ ବ୍ଲକ ସଭାପତିଙ୍କ ସଭାପତିତ୍ୱରେ କାମାଗୁଡ଼ା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆମ୍‌ ଆଦମୀ ପାର୍ଟି କ'ଣ ଓ କ'ଣ କ'ଣ କାମ କରୁଛି ଓ ଆମ୍‌ ଅଞ୍ଚଳରେ, ଜିଲ୍ଲାରେ, ରାଜ୍ୟରେ ଆମ୍‌ ଆଦମୀ ପାର୍ଟି ଆସିବା ଦରକାର କି ?…
Read More...

ଆନ୍ତର୍ଜାତୀୟ ନିଶା ନିବାରଣ ଓ ଅନୈତିକ ଚାଲାଣ ଦିବସ ପାଳିତ

ନବରଙ୍ଗପୁର: ଆଜି ଆନ୍ତର୍ଜାତୀୟ ଅବୈଧ ନିଶା ସେବନ ଓ ମାଦକ ଦ୍ରବ୍ୟ କାରବାର ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଅବକାରୀ ବିଭାଗ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଦ୍ୱାରା ସଚେତନତା ରଥ ଗାନ୍ଧୀଙ୍କ…
Read More...

୨ ଫରେଷ୍ଟର ନିଲମ୍ଵିତ,୩ୱାଚର୍ ଗିରଫ

ଅନୁଗୁଳ: ସଙ୍କଟରେ ଗଜରାଜ। ପୁଣି ହାତୀ କଙ୍କାଳ ଉଦ୍ଧାର। ଅନୁଗୁଳ ସାତକୋଶିଆ ବନଖଣ୍ଡ ଅଧୀନସ୍ଥ କଟକ ଜିଲ୍ଲା ଜିଲିଣ୍ଡା ରେଞ୍ଜ ସତ୍ୟଜୟପୁର ପତ୍ରା ଜଙ୍ଗଲରୁ ଏକ ଦନ୍ତା ହାତୀର କଙ୍କାଳ ଉଦ୍ଧାର ହୋଇଛି। ଦନ୍ତାହାତୀର ଦାନ୍ତ କଟାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ବନ ବିଭାଗର ୨ ଜଣ ଫରେଷ୍ଟର…
Read More...

୫୩ ବର୍ଷରେ ପଦାର୍ପଣ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ,ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି, ଦେଶରେ ଶିକ୍ଷା ବ୍ୟବସ୍ଥାକୁ ଦୃଢ କରିବା କ୍ଷେତ୍ରରେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପ୍ରଚେଷ୍ଟା ଅତୁଳନୀୟ। ଶ୍ରୀ ମୋଦୀ…
Read More...

ଆଜି ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-୨୦, ଏମିତି ହୋଇପାରେ ଦୁଇଦଳର ସମ୍ଭାବ୍ୟ ଏକାଦଶ

ନୂଆଦିଲ୍ଲୀ : ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍‌ ଆଜି (ଜୁନ୍‌ ୨୬) ଅନୁଷ୍ଠିତ ହେବ । ଭାରତୀୟ ସମୟ ଅନୁଯାୟୀ ଏହି ମ୍ୟାଚ୍‌ ରାତି ୯ ଟାରେ ହେବ । ଏହି ମ୍ୟାଚ୍‌ ଆୟର୍ଲାଣ୍ଡର ଡବଲିନ୍‌, ମାଲାଡିହରେ ଅନୁଷ୍ଠିତ ହେବ । ସମସ୍ତ ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କ ମନରେ ଏକ…
Read More...

ଡିପ୍ଲୋମା କୋର୍ସରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ପଲିଟେକ୍‌ନିକ୍‌ ଓ ଡିପ୍ଲୋମା ସ୍କୁଲରେ ୨୦୨୨-୨୩ ଶିକ୍ଷାବର୍ଷରେ ଡିପ୍ଲୋମା କୋର୍ସରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଆସନ୍ତା ୨୭ ତାରିଖରୁ ଜୁଲାଇ ୨୩ ପର୍ଯ୍ୟନ୍ତ ଷ୍ଟୁଡେଣ୍ଟ ଏକାଡେମିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌…
Read More...