ସଡ଼କ ଦୁର୍ଘଟଣାରେ ଜଣେ ମୃତ

0 118

କଟକ : ସଡ଼କ ଦୁର୍ଘଟଣାରେ ଜଣେ ମୃତ । କଟକ ଜଗତପୁର ଖଇରା ପୋଲ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକଙ୍କ ନାମ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବୋଲି ଜଣାପଡିଛି ।

hiring

ଖବର ଅନୁଯାୟୀ, ଜଗତପୁର ଆଡୁ  ପିରବଜାର ଅଭିମୁଖେ ଏକ ବାଇକ୍‌ ଯାଉଥିଲା । ଠିକ୍‌ ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ଯାତ୍ରୀବାହୀ ଅଟୋ ବାଇକ୍‌କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ  ପୂର୍ଣ୍ଣଚନ୍ଦ୍ର ମହାପାତ୍ର  ନାମକ ଜଣେ ଵ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତାଙ୍କ ଘର  ଶିଖରପୁର ର କୋରପୋଖରୀ ଅଞ୍ଚଳରେ ବୋଲି ଜଣାପଡିଛି।  ଦୁଘଟଣାରେ ମୃତକଙ୍କ ବନ୍ଧୁ ଦୀପକ ଦାସ ଓ ଅଟୋ ବାଇକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାିଛି ।

hiranchal ad1
Leave A Reply

Your email address will not be published.

eleven + 14 =