କଂଗ୍ରେସକୁ ଝଟ୍‌କା, ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍

0 175

କଟକ : କଂଗ୍ରେସକୁ ଝଟ୍‌କା । ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍ । ବାରବାଟୀ-କଟକ ବିଧାୟକ ଅଛନ୍ତି ମହମ୍ମଦ ମୋକିମ୍ ।ତେବେ ଇସ୍ତଫା ଦେବା ପରେ ମହମ୍ମଦ ମୋକିମଙ୍କ କହିଛନ୍ତି ଯେ, ଏହା ଦଳର ଆଭ୍ୟନ୍ତରୀଣ ବିଷୟ, । ଦଳରେ ଆଲୋଚନା ହେବା ଉଚିତ୍ । ଏନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ଠିକ୍ ନୁହେଁ । କଂଗ୍ରେସ ଛାଡି ବିଜେଡିରେ ମିଶିବା ପ୍ରସଙ୍ଗକୁ ଏଡାଇ ଗଲେ ମୋକିମ୍ ।

hiranchal ad1
Leave A Reply

Your email address will not be published.

3 + 1 =