ସିନ୍ଦେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ, ସଂଧ୍ୟାରେ ନେବେ ଶପଥ

0 122

ମୁମ୍ବାଇ : ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ହେବେ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ । ରାଜ୍ୟର ପୂର୍ବତନ ସିଏମ ଦେବେନ୍ଦ୍ର ଫଡନାଭିସ୍‌ ଏହି ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି । ଏକନାଥ ସିନ୍ଦେ ଡେପୁଟି ସିଏମଙ୍କ ଏବଂ ଫଡନାଭିସ୍‌ ମୁଖ୍ୟମନ୍ତ୍ରୀ ହେବେ ଶପଥ ନେବେ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ଏହି ଘୋଷଣା ପୁରା ଚିତ୍ର ବଦଳାଇ ଦେଇଛି । ଶିନ୍ଦେଙ୍କ ସହ ରାଜ୍ୟପାଳଙ୍କୁ ଭେଟିବା ପରେ ଦେବେନ୍ଦ୍ର ଫଡନାଭିସ୍‌ ଏହି ସୂଚନା ଦେଇଛନ୍ତି । ଆଜି ସଂଧ୍ୟା ୭ଟାରେ ସେ ଶପଥ ନେବେ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

14 − twelve =