ଓଡିଶା ପ୍ରତି ପ୍ରାୟତଃ ବାତ୍ୟା ଭୟ ନାହିଁ: ଏସଆରସି
ଭୁବନେଶ୍ଵର: ଓଡିଶା ପ୍ରତି ପ୍ରାୟତଃ ବାତ୍ୟା ଭୟ ନାହିଁ। ଓଡିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା। ୧୦ ତାରିଖରେ ବାତ୍ୟା ରାଜ୍ୟଠୁ ୧୫୦/୨୦୦ କିମି ଦୂରରେ ଥିବ। ବାତ୍ୟା ପ୍ରଭାବରେ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ୧୦ ତାରିଖରେ ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ ଜିଲ୍ଲାରେ ପ୍ରବଳ!-->…
Read More...
Read More...