ବୃଷଭ ଅନୁଷ୍ଠାନ ପକ୍ଷରୁ ୧ ଲକ୍ଷ ଟଙ୍କାର ସହାୟତା
ପାରାଦ୍ୱୀପ, : ପାରାଦୀପ ନୂଆବଜାର ସ୍ଥିତ ବୃଷଭ ଅନୁଷ୍ଠାନ ପକ୍ଷରୁ ସଦସ୍ୟ ମାନେ ସ୍ବର୍ଗତ କେଳୁ ମଉସାଙ୍କର ପରିବାର କୁ ୧ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି।ସ୍ବର୍ଗତ କେଳୁ ମାଉସା ଦୀର୍ଘ ଦିନ ହେବ ଏହି ନୂଆବଜାର ଅଞ୍ଚଳରେ ଚା ଦୋକାନ କରି ଲୋକମାନଙ୍କୁ ସେବା ଯୋଗାଇ ଆସୁଥିଲେ।ତାଙ୍କ!-->…
Read More...
Read More...