ବାହା ବେଦୀରେ କନ୍ୟାର ହାଇଡ୍ରାମା
ବାଲେଶ୍ୱର: ବାହା ବେଦୀରେ କନ୍ୟାର ହାଇଡ୍ରାମା । ହାତ ଗଣ୍ଠି ପଡ଼ିବା ପରେ ବି ବେଦୀରୁ ଉଠିଗଲେ ଯୁବତୀ । ବେଦୀରୁ ଉଠିବା ପରେ ହାତରୁ ଶଙ୍ଖା କାଢ଼ି ଫିଙ୍ଗିଦେଲେ । ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳରେ । ବିବାହ ଚାଲିଥିବା ବେଳେ ବିବାହ ବେଦୀରେ ବାହାଘରକୁ ସ୍ୱୀକାର କଲେନି!-->…
Read More...
Read More...