ଥମୁନି ଦାଦନ ଦୁଃଖ, ୨୪ ଘଣ୍ଟା ନ ପୁରୁଣୁ ଗାଁରେ ପହଞ୍ଚିଲା ଦୁଇଟି ଶବ
ପାଟଣାଗଡ଼ : ଥମୁନି ଦାଦନ ଦୁଃଖ । ୨୪ଘଣ୍ଟା ନ ପୁରୁଣୁ ଦୁଇ ଦୁଇଟି ଶବ ପହଞ୍ଚିଲା ବେଲପଡ଼ାରେ । ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ସୁଲେକେଲା ଗାଁର ପକ୍ଷୀରାଜ ଦଳେଇ ପଡୋଶୀ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ । ତେବେ ସେଠାରେ ସେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କର!-->…
Read More...
Read More...