ସମ୍ବଲପୁରର ବିକାଶ ହସ୍ପିଟାଲରେ ପ୍ରଥମ କ୍ୟାଥଲ୍ୟାବ ଉଦଘାଟିତ
ସମ୍ବଲପୁର: ବିକାଶ ସମୂହର ୨୧ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ଏଠାକାର ପ୍ରଥମ କ୍ୟାଥଲ୍ୟାବ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ରୂପେ ଆମନ୍ତ୍ରିତ ହୋଇ ଏହାର ଉଦଘାଟନ କରିଥିଲେ ଓ ତାଙ୍କୁ ମନରେ ସମ୍ବର୍ଦ୍ଧିତ କରାଯାଇଥିଲା ।!-->…
Read More...
Read More...