ବେଆଇନ ୧୭୦ ବୋତଲ ମଦ ଜବତ, ଦୁଇ ଗିରଫ
ସମ୍ବଲପୁର : ଗତ ବିଳମ୍ବିତ ରାତିରେ ସ୍ଥାନୀୟ ବ୍ୟସ୍ତ ବହୁଳ ଚର୍ଚ୍ଚ ଛକ ଠାରେ ପୁଲିସ ଜାଞ୍ଚ କଲାବେଳେ ଗୋଟିଏ ଅଟୋ ରିକ୍ସାରୁ ବ୍ୟାପକ ପରିମାଣରେ ବିଦେଶୀ ମଦ ବିୟର ଜବତ କରାଯାଇଛି । ଏହି ସଙ୍କ୍ରାନ୍ତରେ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଏହି ବିଷୟରେ ସ୍ଥାନୀୟ ଟାଉନ ପୁଲିସ ଥାନା!-->…
Read More...
Read More...