କୋଣାର୍କ ଅଭୟାରଣ୍ୟରେ ଲାଗିଛି ନିଆଁ

ପୁରୀ :ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟର କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ କୁରୁଜଙ୍ଗ ସେକ୍ସନ ଓ ରାମଚଣ୍ଡୀ ସେକ୍ସନ ଅଞ୍ଚଳରେ ଲାଗିଛି ନିଆଁ । ରାମଚଣ୍ଡୀ ଥାନା ପଛପଟେ ୩ ଏକର ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି । ଚମ୍ପାହର ଅଗ୍ନିଶମ କେନ୍ଦ୍ରର ୧୦ଜଣ ଅଗ୍ନିସମ କର୍ମଚାରୀ ଓ ବନବିଭାଗର…
Read More...

ଅର୍ଥମନ୍ତ୍ରୀ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀଙ୍କୁ ସ୍ୱାଗତ ଓ ଦାବିପତ୍ର ପ୍ରଦାନ କଲେ ଓଡିଶା ସାମ୍ବାଦିକ ସଂଘ…

ସୁବର୍ଣ୍ଣପୁର : ଆଜି ମଧ୍ୟାହ୍ନ ୧୨ ଘଣ୍ଟା ରେ ସୁବର୍ଣ୍ଣପୁର ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କୁ ଓ ସନ୍ଧ୍ୟା ୬ ଘଣ୍ଟାରେ ମନମୁଣ୍ଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ…
Read More...

ଜୋରସୋରରେ ଚାଲିଛି ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ

ପୁରୀ:ରଥଖଳାରେ ରଥ ନିର୍ମାଣ ଚାଲିଥିବାବେଳେ ୪୪ଟି ଯୋଖା ତିନିରଥର ଚାରିପାର୍ଶ୍ୱକୋଣରେ ପିଟିଙ୍ଗ ସମ୍ପୂର୍ଣ୍ଣ ହେବାପରେ ପ୍ରଥମ ଭୂଇଁ ନିର୍ମାଣ ସରିଛି । ପ୍ରଥମଭୂଇଁ ନମ୍ବରିଂ ପରେ ଖୋଲାଯାଇ ସାଇତା ଯିବ । ପରେ ୪ ନାହାକାରେ ପ୍ରଥମ ଭୂଇଁ ପ୍ରେମ ସଂଯୋଗ କରାଯାଇ ତିନି ରଥରେ ୧୪ ନାହାକା ସେଟିଂ…
Read More...

ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ : ନେତୃତ୍ୱ ନେବେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଆଗକୁ ହେବାକୁ ଥିବା ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି । ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କ ଡେପୁଟି ଭାବେ ନିଯୁକ୍ତି ପାଇଛନ୍ତି ଭୁବନେଶ୍ୱର କୁମାର । ସେହିପରି କ୍ରମାଗତ ଭାବେ ଆଇପିଏଲରେ…
Read More...

ପଏମ ପକ୍ଷରୁ ନାଟ୍ୟମହର୍ଷି ଭଗବାନ ସାହୁ ଜୟନ୍ତୀ ପାଳିତ

ସମ୍ବଲପୁର: ଅଗ୍ରଣୀ ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ପଶ୍ଚିମାଞ୍ଚଳ ଏକତା ମଂଚ (ପଏମ) ପକ୍ଷରୁ ସମ୍ବଲପୁରୀ ନାଟ୍ୟମହର୍ଷି ଭଗବାନ ସାହୁଙ୍କ ୯୨ ତମ ଜୟନ୍ତୀ ସମାରୋହ ସହକାରେ ପାଳିତ ହୋଇଯାଇଛି । ଏହି ସମାରୋହରେ ଡଃ ପରେଶ ଦାନୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗୁରୁ ଭଗବାନ ସାହୁଙ୍କ…
Read More...

ଫୁଲବାଣୀ ଟାଉନ ଥାନା ସମ୍ମୁଖରୁ ସିରିଜ ଚୋରି, ପୋଲିସ ସାଜିଛି ଧୃତରାଷ୍ଟ୍ର

ଫୁଲବାଣୀ: ଫୁଲବାଣୀ ଟାଉନ ଥାନା ସମ୍ମୁଖରୁ ସିରିଜ ଚୋରି । ଗୋଟିଏ କି ଦୁଇଟି ନୁହେଁ, ଚାରି ଚାରିଟା ଦୋକାନର ତାଲା ଭାଙ୍ଗି ନଗଦ ଟଙ୍କା ଓ ସାମଗ୍ରି ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଦୁଇଜଣ ଯୁବକ ହାତରେ ଶାବଳ, ହାତୁଡି ଧରି ଦୋକାନରୁ ସେ ଦୋକାନକୁ ବୁଲିବୁଲି ଚୋରି କରୁଥିବା ଦୋକାନରେ…
Read More...

ହରିଶଙ୍କରଠାରେ ନୂତନ କାର୍ଯ୍ୟକାରୀ ଶିକ୍ଷକ ସଂଘ ଗଠିତ

ଖପ୍ରାଖୋଲ: ଖପ୍ରାଖୋଲ ବ୍ଳକ ର ସମସ୍ତ ପ୍ରାଥମିକ ବିଦ୍ୟାଳୟର ଲେଭେଲ ୫ର୍ଥ ଏକ୍ସ କ୍ୟାଡର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଏକ ଜରୁରୀକାଳୀନ ବୈଠକ ହରିଶଙ୍କର ସ୍ଥିତ କୌଲାସ କୁଞ୍ଜର ଆମ୍ବତୋଟାଠାରେ ଅନୁଷ୍ଠିତ ହୋଇଯାଇଅଛି । ଶିକ୍ଷକ ମୋତିଲାଲ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିକ୍ଷକ…
Read More...

ହରିଶଙ୍କର ପୀଠରେ ବାଡାବାଡି,ଥାନାରେ ୧୦ ଯୁବକ ଅଟକ

ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଝରଣା କୂଳରେ ଦୁଇ ଗୋଷ୍ଟି ଗଣ୍ଡଗୋଳ ଘଟଣା ରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ଚିକିତ୍ସା ପାଇଁ ବଲାଙ୍ଗିର ଡାକ୍ତର ଖାନା ପଠା ଯାଇଥିବା ଜଣା ପଡ଼ିଛି । ଗଣ୍ଡଗୋଳ ଘଟଣା ରେ ୧୦ ଜଣ ଯୁବକଙ୍କୁ ଖପ୍ରାଖୋଲ ପୋଲିସ ଅଟକ ରଖିଥିବା ଜଣାଯାଇଛି…
Read More...

ଭାରତୀୟଙ୍କ ଉପରୁ ଭିସା କଟକଣା ହଟାଇଲା ଚୀନ୍‌

ନୂଆଦିଲ୍ଲୀ,୧୫/୬ : ଭାରତୀୟ ନାଗରି,ବିଶେଷତଃ ଭାରତୀୟ ଛାତ୍ରଛାତ୍ରୀ ପାଇଁ ଏକ ଖୁସି ଖବର । ଭାରତୀୟଙ୍କ ଭିସା ଉପରେ ଲଗାଯାଇଥିବା କଟକଣାକୁ ଚୀନ ପ୍ରତ୍ୟାହାର କରିନେଇଛି । କରୋନା ମହାମାରୀ ଯୋଗୁ ଦୁଇ ବର୍ଷ ହେଲା ଚୀନ ଏହି କଟକଣା ଲଗାଇଥିଲା । ଏଣିକି ସେମାନଙ୍କୁ ଭିସା ଦେବାକୁ ଚାଇନା…
Read More...

୫-ଜିକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ ୫-ଜି ନେଟ ସେବା । ଏନେଇ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରି ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୫-ଜି ସ୍ପେକଟ୍ରମ୍‌କୁ ବିଧିବଦ୍ଧ ମଞ୍ଜୁରି ମିଳିଛି । ଖୁବ୍‌ଶୀଘ୍ର ଏହି ସ୍ପେକଟ୍ରମ୍‌ ପାଇଁ…
Read More...