ନଭେମ୍ବର ୧୮ ତାରିଖରୁ ବିଧାନସଭା ଅଧିବେଶନ

0 59

ଭୁବନେଶ୍ବର- ସପ୍ତଦଶ ବିଧାନସଭାର ଅଷ୍ଟମ ଅଧିବେଶନ ୧୮-୧୧-୨୦୨୬ ତାରିଖ ଠାରୁ ଆରମ୍ବ ହୋଇ ୩୧-୧୨-୨୦୨୬ ପର୍ଯ୍ୟନ୍ତ ଚାଲିବ l ଏଥିରେ ୩୩ ଟି କାର୍ଯ୍ୟଦିବସ ଥିବା ବେଳେ, ନଭେମ୍ବର ୧୮ ତାରିଖ ଦିନ ପ୍ରଥମ ଅତିରିକ୍ତ ଖର୍ଚ୍ଚ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି l

hiranchal ad1
Leave A Reply

Your email address will not be published.

one × two =