ଶିଶୁ ସୁରକ୍ଷା ସମ୍ପର୍କୀତ ସଚେତନତା ଓ କର୍ମଶାଳା ଅନୁଷ୍ଠିତ

ଫୁଲବାଣୀ: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କନ୍ଧମାଳ ତରଫରୁ ଆଜି ଗୁରୁବାର ଦିନ ଫୁଲବାଣୀ ସ୍ଥିତ ଆଇଟିଡିଏ ସଭା ଗୃହ ଠାରେ ଫୁଲବାଣୀ, ଫିରିଙ୍ଗିଆ, ଖଜୁରୀପଡା, ଚକାପାଦ, ଟିକାବାଲି ଓ ଜି ଉଦୟଗିରି ୬ଟି ପଞ୍ଚାୟତ ସମିତିର ଅଧ୍ୟକ୍ଷ, ସମିତି ସଭ୍ୟ ସଭ୍ୟା, ଜିିଲ୍ଲାପରିଷଦ ସଭ୍ୟ ସଭ୍ୟା ଓ ସରପଞ୍ଚ
Read More...

ଅବୁ ସାଲେମ ମାମଲାରେ କେନ୍ଦ୍ର ଉପରେ ବର୍ଷି ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧/୪ : ଗ୍ୟାଙ୍ଗଷ୍ଟର ଆବୁ ସାଲେମର ଏକ ଆବେଦନ ଉପରେ ଆଜି ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ସତ୍ୟପାଠକୁ ନେଇ କେନ୍ଦ୍ର ଉପରେ ଭୀଷଣ ବର୍ଷିଛନ୍ତି ସୁପ୍ରିମକୋର୍ଟ । ସତ୍ୟପାଠରେ ଯେଭଳି ଶୈଳୀ ଓ ଭାଷା ବ୍ୟବହାର କରାଯାଇଛି,ତାହା କୋର୍ଟଙ୍କୁ ସବୁଠୁ ବେଶୀ କ୍ଷୁବ୍ଧ କରିଛି ।
Read More...

ୱାର୍ଲଡ ଆର୍ଥ ଦିବସ ଉପଲକ୍ଷେ ବାଲୁକା କଳା

ପୁରୀ : ୱାର୍ଲଡ ଆର୍ଥ ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ଏ ବର୍ଷର ଥିମ କୁ ଆଧାର କରି ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ସେ ଏହି ବାଲୁକା
Read More...

ନବନିର୍ବାଚିତ ସମସ୍ତ ଜନପ୍ରତିନିଧି ହେଲେ ସମ୍ବର୍ଦ୍ଧିତ

ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ ଗୋଟି ବ୍ଲକ ଓ ଏକ ମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ ନିମନ୍ତେ କିଛି ଦିନ ତଳେ ହୋଇଥିବା ନିର୍ବାଚନ ରେ ବିଜୁ ଜନତା ଦଳ ର ନବ ନିର୍ବାଚିତ ଅଧ୍ୟକ୍ଷ, ଅଧ୍ୟକ୍ଷା, ସମିତି ସଭ୍ୟ/ସଭ୍ୟା, ସରପଞ୍ଚ, ପରିଷଦ କାଉନସିଲର,
Read More...

ବୌଦ୍ଧଜିଲ୍ଲା ବିଜେପିର ମଣ୍ଡଳ ସ୍ତରୀୟ ସମୀକ୍ଷା ବୈଠକ

ବୌଦ୍ଧ,୨୧/୪- ବିଜେପି ବୌଦ୍ଧଜିଲ୍ଲାର ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀର ମଣ୍ଡଳ ସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସମୀକ୍ଷା ବୈଠକରେ ରାଜ୍ୟ ବିଜେପିର ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ଭାଗିରଥୀ ପ୍ରଧାନ ଓ ଶ୍ରୀ ଅଶୋକ
Read More...

ବୁଢିମା ମନ୍ଦିରର ରତ୍ନମୁଦ କାର୍ଯ୍ୟ ସଂପନ୍ନ

ସୁବର୍ଣ୍ଣପୁର : ଢେରାପଡା ଠାରେ ନବନିର୍ମିତ ବୁଢିମା ମନ୍ଦିର ର ରତ୍ନମୁଦ ଉତ୍ସବ ଆଜି ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ସମାପନ ହୋଇଛି । ଏଥିପାଇଁ ଆଜି ସକାଳୁ ପବିତ୍ର ମହାନଦୀର ତେନ୍ତୁଳି ଘାଟଠାରେ ପୂଜାର୍ଚ୍ଚନା ପରେ ଏକ ବିରାଟ କଳସ ଶୋଭାଯାତ୍ରାରେ ନଗର ପରିକ୍ରମା ସହ ଢେରାପଡା ସ୍ଥିତ
Read More...

ଐତିହାସିକ ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ : ପଶ୍ଚିମଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କରରେ ଆସନ୍ତା ମେ ମାସ ୧୪ରୁ ୧୬ ପର୍ଯ୍ୟନ୍ତ ଐତିହାସିକ ବୈଶାଖୀ ମେଳା ତଥା ନୃସିଂହ ଚତୁର୍ଦ୍ଦଶୀ ମେଳା ଅନୁଷ୍ଠିତ ହେବ । ଆଜି ପାଟଣାଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଜୟା ନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି
Read More...

ବୌଦ୍ଧ ଜିଲ୍ଲା ବିଦ୍ୟୁତ କର୍ମଚାରୀଙ୍କ ବାର୍ଷିକ ସମ୍ମିଳନୀ

ବୌଦ୍ଧ,୨୧/୪- ବୌଦ୍ଧଜିଲ୍ଲାର ବିଦ୍ୟୁତ କର୍ମଚାରୀଙ୍କ ବାର୍ଷିକ ସମ୍ମିଳନୀ ସ୍ଥାନୀୟ କର୍ମଚାରୀ ଭବନ ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜୁଳି କର୍ମଚାରୀ ସଂଘର ସଭାପତି ଭ୍ରମରବର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ବିଜୁଳି କର୍ମଚାରୀ ସଂଘର
Read More...

ନବରଙ୍ଗପୁର ଜିଲ୍ଲାସ୍ତରୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ପାଳିତ

ନବରଙ୍ଗପୁର : ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ୧୧୩ ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସଦାଶିବ ତ୍ରିପାଠୀ ପାର୍କ ସ୍ଥିତ ସଦାଶିବ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।
Read More...

ତାତି ବଢୁଥିବା ବେଳେ ବିଭାଗ ଚିନ୍ତାଶୂନ୍ୟ:ନଳକୂଅ ଅଛି,କିନ୍ତୁ ପାଣି ବାହାରୁନି

କଣ୍ଟାବାଞ୍ଜି : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ତଥା ତାତି ଭୟଙ୍କର । ବିଶେଷତଃ,ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ । ସୋନପୁର,ବଲାଙ୍ଗୀର ଭଳି ଜିଲ୍ଲାରେ ପାରଦ ୪୪ ଡିଗ୍ରି ଅତିକ୍ରମ କଲାଣି । ଆଗକୁ ମଧ୍ୟ ତାତି ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏବେ ସୋନପୁର ଭଳି
Read More...