ତହସିଲଦାରଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ : ଲଗାଇବେ ୫୦ ଗଛ
କଟକ : ବେପରୁଆଭାବେ ଜବରଦଖଲକାରୀଙ୍କୁ ଜୋରିମାନାରେ ଦଣ୍ଡିତ କରିବା ମାମଲାରେ ଜଣେ ତହସିଲଦାରଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡରେ ଦଣ୍ଡିତ କରିଛନ୍ତି ରାଜ୍ୟ ହାଇକୋର୍ଟ । ତହସିଲଦାରଙ୍କୁ ଦଣ୍ଡ ସ୍ୱରୂପ ୫୦ଟି ଗଛ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ନିଆରା ଦଣ୍ଡ ପାଇଛନ୍ତି କାକଟପୁର ତହସିଲଦାର!-->…
Read More...
Read More...