ଉଚ୍ଚ ନ୍ୟାୟାଳୟ ବିଚାରପତି ବିଭୁପ୍ରସାଦ ରାଉତରାୟଙ୍କ ନବରଙ୍ଗପୁର ଗସ୍ତ
ନବରଙ୍ଗପୁର: ଓଡିଶା ହାଇକୋର୍ଟର ମାନ୍ୟବର ବିଚାରପତି ବିଭୁପ୍ରସାଦ ରାଉତରାୟ ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ଫେରିଛନ୍ତି । ସେ' ବୁଧବାର ସନ୍ଧ୍ୟାରେ ନବରଙ୍ଗପୁର ପହଞ୍ଚି ଶୁକ୍ରବାର ସକାଳୁ ଫେରିଛନ୍ତି । ପରିବାର ସହ ନବରଙ୍ଗପୁର ଆସି ମାଁ ଭଣ୍ଡାର ଘରଣୀ ଓ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ!-->…
Read More...
Read More...