୧୩ ବର୍ଷ ନାବାଳକକୁ ହତ୍ୟା ଅଭିଯୋଗ

ନବରଙ୍ଗପୁର: ୧୯.୫ ନବରଙ୍ଗପୁର ଥାନା ଅନ୍ତର୍ଗତ ଅଗ୍ନିପୁର ପଂଚାୟତ ଚକାଛପର ଗ୍ରାମରେ ଗତକାଲି ରାତିରେ ନିଜ ଘର ଛାତ ଉପରେ ଶୋଇଥିବା ବେଳେ, ୧୩ ବର୍ଷର ନାବାଳକକୁ କେହି ଜଣେ ବ୍ୟକ୍ତି ଆସି ହତ୍ୟା କରିଥବା ଅଭିଯୋଗ କରୁଛନ୍ତି ତାଙ୍କ ପରିବାର ବର୍ଗ । ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ
Read More...

ଓଜେୟୁ ତରଫରୁ ନୂତନ ଏସପିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ନବରଙ୍ଗପୁର: ଓଡ଼ିଶା ସାମ୍ୱାଦିକ ସଂଘ ନବରଙ୍ଗପୁର ତରଫରୁ ଆଜି ଜିଲ୍ଲାର ନୂତନ ଏସପି ଏସ. ସୁଶ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ସାକ୍ଷାତକାର ବେଳେ ସଂଘର ରଜ୍ୟ ସଂପାଦକ ତଥା ଜିଲ୍ଲା ସଭାପତି ବାଙ୍କ ବିହାରୀ ବିଷୋୟୀ ଉପ ସଭାପତି ଜାନକୀ କାନ୍ତ ବିଷୋୟୀ, ରଞ୍ଜନ ପଟ୍ଟନାୟକ, ସହ
Read More...

ମୋତେ ଏଭଳି ମ୍ୟାଚ୍‌ ପାଇଁ ଅଧିକ ଟଙ୍କା ମିଳିବା ଦରକାର, ଏମିତି କାହିଁକି କହିଲେ ରାହୁଲ

ମୁମ୍ବାଇ : ଲକ୍ଷ୍ନୌ ସୁପର ଜଏଣ୍ଟସ୍‌ ଅଧିନାୟକ କେ.ଏଲ୍‌ ରାହୁଲ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ମ୍ୟାଚ୍‌ ପରେ ଭଲ ନିଶ୍ୱାସ ପ୍ରଶ୍ୱାସ ନେଇଥିବେ ନିଶ୍ଚିତ । କାରଣ ଏହି ବିଜୟ ସହିତ ଲକ୍ଷ୍ନୌ ସୁପର ଜଏଣ୍ଟସ୍‌ ପ୍ଲେ ଅଫ୍‌ରେ ପହଞ୍ଚିବାରେ ଦ୍ୱିତୀୟ ଦଳ ହୋଇପାରିଛି । ବର୍ତ୍ତମାନ ଅବଶିଷ୍ଟ
Read More...

ଇନ୍ଦପୁର ଗାଁ ଶିବମନ୍ଦିରରୁ ଚୋରି

ପାଟଣାଗଡ଼ : ଲରମ୍ଭା ଥାନା ଅନ୍ତର୍ଗତ ଗତକାଲି ରାତିରେ କିଛି ଦୁର୍ବୃତ୍ତ ଇନ୍ଦୁପୁର ଗ୍ରାମର ଶିବ ମନ୍ଦିରର ତାଲା ଭାଙ୍ଗି ଚୋରି କରି ନେଇ ଯାଇଥିବା ଅଭିଯୋଗ ହେଉଛି । ସକାଳୁ ପୂଜାରୀ ନୃପରାଜ ଥନାପତି ମନ୍ଦିରକୁ ପୂଜା କରିବା ପାଇଁ ପ୍ରତିଦିନ ଭଳି ମନ୍ଦିରକୁ ଯାଇଥିଲେ । ପୂଜକ ତାଳା ସହ କବାଟ
Read More...

ବିଜେପିରେ ଯୋଗ ଦେଲେ ସୁନୀଲ ଜାଖର

ଭୁବନେଶ୍ୱର: ପୂର୍ବତନ ଲୋକସଭା ବାଚସ୍ପତି ବରାମ ଜାଖରଙ୍କ ପୁଅ ସୁନୀଲ ଜାଖର ବିଜେପି ଯୋଗ ଦେଇଛନ୍ତି । ସୁନିଲ ଆଜି ବିଜେପି ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତରେ ବିଜେପିରେ ଯୋଗ ଦେଇଛନ୍ତି । ସୁନିଲ ଜାଖର ପଞ୍ଜାବର ପୂର୍ବତନ ପିସିସି ସଭାପତି ଥିଲେ । ନିକଟରେ ସେ କଂଗ୍ରେସରୁୁ ଇସ୍ତଫା
Read More...

ସିଦ୍ଧୁଙ୍କୁ ବର୍ଷେ ଜେଲ,କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: କ୍ରିକେଟର ତଥା କଂଗ୍ରେସ ନବଜୋତ ସିଂହ ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ । ୩୪ ବର୍ଷ ପୁରୁଣା ଏକ ପାର୍କିଂକୁ ନେଇ ଦାଦାଗିରି ମାମଲାରେ ସିଦ୍ଧୁଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡିଛି ।୧୯୮୮ଡିସେମ୍ବର ୨୭ । ଏହି ଦିନ ସନ୍ଧ୍ୟାରେ ସିଦ୍ଧୁ
Read More...

ଏ ବର୍ଷ ଭକ୍ତଙ୍କ ଗହଣରେ ହେବ ସ୍ନାନ ଯାତ୍ରା

ପୁରୀ : ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ସ୍ନାନ ଯାତ୍ରା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ବୈଠକ ପରେ ଏହି ସୂଚନା ଦିଆଯାଇଛି । ଭକ୍ତ ମାନେ ପୂର୍ବବର୍ଷ ଗୁଡିକରେ ଯେଭଳି ସ୍ନାନ ବେଦୀ ତଳ ରାସ୍ତା ଦେଇ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ ସେହିଭଳି ଚଳିତ ବର୍ଷ ମଧ୍ୟ ଦର୍ଶନ
Read More...

ଜି.ଉଦୟଗିରି ପ୍ରେସ କ୍ଲବର ସ୍ୱତନ୍ତ୍ର ବୈଠକ

ଜି ଉଦୟଗିରି : ଜି ଉଦୟଗିରି ପ୍ରେସ କ୍ଲବର ଏକ ସ୍ୱତନ୍ତ୍ର ବୈଠକ ବୁଧୁବାର ଦିନ ସନ୍ଧ୍ୟାରେ ସମନ୍ୱିତ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକଙ୍କ ଆବାହକତ୍ୱରେ ଓ ପ୍ରେସ କ୍ଲବ ସଭାପତି ସମୀର କୁମାର ପାଢିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଥମେ
Read More...

ଡୁଡୁକେଲ ପ୍ରାଥମିକ ବିଦ୍ୟାଳୟରେ ତାଲା ମରା ଘଟଣା, ବ୍ଲକ ଅଧ୍ୟକ୍ଷ ପହଞ୍ଚି ତୁରନ୍ତ କଲେ ସମାଧାନ

ଗୋଲାମୁଣ୍ଡା: ଗୋଳାମୁଣ୍ଡା ବ୍ଲକ ଡୁଡୁକେଲ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣଙ୍କୁ ବଦଳି ହୋଇଥିଲା । ତେଣୁ ତାଙ୍କୁ ବଦଳି ନ କରିବା ଦାବିରେ ସମସ୍ତ ଅଭିଭାବକ ମାନେ ଆଜି ବିଦ୍ୟାଳୟ ତାଲା ବନ୍ଦ କରିଥିଲେ । ବିଦ୍ୟାଳୟକୁ ତାଲାବନ୍ଦ ଥିବା ଜାଣି ତୁରନ୍ତ ଗୋଳାମୁଣ୍ଡା ବ୍ଲକ
Read More...

ମଡେଲ ବସଷ୍ଟାଣ୍ଡ ନିର୍ମାଣ ନେଇ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବସଷ୍ଟାଣ୍ଡକୁ ଅତ୍ୟାଧୁନିକ ପାଇଁ ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ସୂଚନାଥାଉ କି ବିନିକା ବସଷ୍ଟାଣ୍ଡକୁ ମଡେଲ ବସଷ୍ଟାଣ୍ଡରେ ପରିଣତ କରିବା ପାଇଁ ଅନୁଦାନ ଯୋଗାଇ ଦିଆଯାଇ ବିଭିନ୍ନ ସମୟରେ ସର୍ଭେ କରାଯାଇଥିଲା,
Read More...