ଦେଶରେ ୬ ହଜାର ଟପିଲା କରୋନାର ସକ୍ରିୟ ମାମଲା, ୨୪ ଘଣ୍ଟା ମଧ୍ୟରେ ୬ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ- ଭାରତରେ ସକ୍ରିୟ କୋଭିଡ-୧୯ ମାମଲା ସଂଖ୍ୟା 6000 ଅତିକ୍ରମ କରିଛି। ଦେଶରେ ବର୍ତ୍ତମାନ 6133ଟି ସକ୍ରିୟ ମାମଲା ଅଛନ୍ତି। ଗତ 24 ଘଣ୍ଟା ମଧ୍ୟରେ 378 ଟି ନୂତନ ମାମଲା ପଞ୍ଜିକୃତ ହୋଇଛି। ଗତ 24 ଘଣ୍ଟା ମଧ୍ୟରେ ଛଅ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି, ଯେଉଁଥିରୁ କର୍ଣ୍ଣାଟକରେ ଦୁଇ!-->…
Read More...
Read More...