ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଉପାଧ୍ୟକ୍ଷଙ୍କ ଦ୍ୱାରା ଜଳଛତ୍ରର ଶୁଭାରମ୍ଭ

ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚନ ସରିବା ଅଳ୍ପଦିନ ହେଉଥିବା ବେଳେ ଆଜି ପରିଷଦ ଅନ୍ତର୍ଗତ ୧ ନମ୍ବର ୱାର୍ଡ଼, ପଦାସାହିର ନବ ନିର୍ବାଚିତ କାଉନସିଲର ତଥା ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ ଆକ୍ସନ ମୋଡ଼ରେ ଥିବା ଦେଖିବାକୁ ମିଳିଛି ।
Read More...

ହରିଶଙ୍କର ମାଁ ବିନ୍ଧ୍ୟବାସିନି ମନ୍ଦିରର ଚୈତ୍ର ବାସନ୍ତିକ ପୂଜା ମହୋତ୍ସବ ସମ୍ପନ୍ନ

ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ତଥା ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କର ସ୍ଥିତ ମାଁ ବିନ୍ଧ୍ୟ ବାସିନୀ ମନ୍ଦିରରେ ଚୈତ୍ର ବାସନ୍ତୀକ ପୂଜା ମହୋତ୍ସବ ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀ ବିଂଝାଲ ସମାଜ ପକ୍ଷରୁ ସମ୍ପନ୍ନ ହୋଇଯାଇଛି । ଏପ୍ରିଲ ୧୪ ରୁ ୧୬
Read More...

ବୌଦ୍ଧରେ ହନୁମାନ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

ବୌଦ୍ଧ,୧୬/୪- ପବିତ୍ର ଚୈତ୍ର ପୂର୍ଣ୍ଣିମା ଅବସରରେ ସିଦ୍ଧ ହନୁମାନ ମନ୍ଦିର ଉପଦେଷ୍ଟା ବୋର୍ଡ ତରଫରୁ ମହାନଦୀ ମଧ୍ୟସ୍ଥ ସିଦ୍ଧ ହନୁମାନ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି । ସର୍ବପ୍ରଥମେ ସକାଳେ ସୂର୍ଯ୍ୟପୂଜା, ଧ୍ୱଜାରୋପଣ, କଳସ ଶୋଭାଯାତ୍ରା,୧୦୮ ହନୁମାନ ଚାଳିଶା ପାଠ ପରେ ସନ୍ଧ୍ୟାରେ
Read More...

ବୌଦ୍ଧ ବ୍ଲକ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ,୧୬/୪- ବୌଦ୍ଧବ୍ଲକ ଏପ୍ରିଲମାସର ପ୍ରଥମ ଶିକ୍ଷା ସମୀକ୍ଷା ବୈଠକ ଶନିବାର ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସି ଆର ସି ସି ମାନେ ଶିକ୍ଷକମାନଙ୍କ ଲେସନ ନୋଟ ଦେଖିବା, କେଶବୁକ
Read More...

ଭୈରବୀ ମନ୍ଦିର ପ୍ରତିଷ୍ଠା ପାଇଁ ମହାନଦୀରୁ କଳସ ଶୋଭାଯାତ୍ରା

ବୌଦ୍ଧ,୧୬/୪-ବୌଦ୍ଧବ୍ଳକ ଲକ୍ଷ୍ମୀପ୍ରସ ।ଦ ପଂଚାୟତ ଅନ୍ତର୍ଗତ ଗୁଢିଆଳି ଗ୍ରାମର ନବନିର୍ମିତ ହୋଇଥିବା ମା ଭୈରବୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶନିବାର ଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ଗୁଢିଆଳି ଓ ମଝିଆଁଘରା ଗାଁ ର ମହିଳା ଓ ଯୁବତୀମାନେ ସକାଳୁ ଶୌଚ ସ୍ନାନ କରି ସଫା ବସ୍ତ୍ର
Read More...

ବଘିଆପଡାଠାରେ ଶିକ୍ଷା ସଚେତନତା ରଥକୁ ଭବ୍ୟ ସ୍ୱାଗତ

ବୌଦ୍ଧ,୧୬/୪- ବୌଦ୍ଧଜିଲ୍ଲା ସଦର ମହକୁମା ଠାରୁ ବାହାରି ଗାଁ ଗାଁ ବୁଲି ସଚେତନ କରାଉଥିବା ଶିକ୍ଷା ସଚେତନ ରଥକୁ ଶନିବାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଘିଆପଡାଠାରେ ସ୍ୱାଗତ କରାଯାଇଥିଲା । ନିଆରା ଢଙ୍ଗରେ ନାନା ଜାତିର ଫୁଲ, ଫଳରେ ସୁସଜ୍ଜିତ ରଙ୍ଗୋଲି ସହିତ ଆମ୍ବତୋରଣ ଦ୍ୱାରା ରଥକୁ
Read More...

ଭାରତ ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡି ଯାତ୍ରାର ଷଷ୍ଠ ଦିବସ, ଅନୁଷ୍ଠିତ ହେଲା ବୀରାୟୁଧ ବଦ୍ଧ ଓ ସୀତାଚୋରୀ

ଦଶପଲ୍ଲା,୧୬/୪: - ଦଶପଲ୍ଲା ଲଙ୍କାପୋଡି ଯାତ୍ରାର ଷଷ୍ଠ ଦିବସରେ ବିରାୟୁଦ୍ଧ ବଧ , ବେଢ଼ା ପରିକ୍ରମା ଓ ସୀତାହରଣ ନୀଳାଭିନୟ ଅନୁଷ୍ଠିତ ହୋଇଯାଇଛି । ଗୋଟିଏ ପଟେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ ବିରାୟୁଧକୁ ବଧ କରି ଅସୁର ନିପାତ କରିଥିବା ବେଳେ ପଞ୍ଚବଟିରୁ ସୀତା ହରଣ ଦର୍ଶକ ମାନଙ୍କୁ ବେଶ
Read More...

ପାରଳା ପୌର ପରିଷଦର ଉପାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲେ ଲେଙ୍କା ମଧୁ

ଗଜପତି,୧୬/୪- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ଉପାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲେ ଲେଙ୍କା ମଧୁ । କାର୍ଯ୍ୟାଳୟ ପରିସରରେ ବହୁ ବିଜେଡି କର୍ମୀ ନେତା ଉପସ୍ଥିତ ରହି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଉପାଧ୍ୟକ୍ଷଙ୍କୁ ପୁଷ୍ପଗୁଚ୍ଛ ଓ ପୁଷ୍ପମାଲ୍ୟ ଦେଇ ସ୍ୱାଗତ
Read More...

ବେଆଇନ ମହୁଲ ଚୋରାଚାଲାଣ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢାଉ, ୪୦୭ ଭ୍ୟାନ୍‌ ସହ ୧୫ କ୍ୱିଣ୍ଟାଲ ୬୦ କେଜି ମହୁଲ ଜବତ,…

ବାଲିଗୁଡ଼ା,୧୬/୪: ବେଆଇନ୍‌ ମହୁଲ ଚୋରାଚାଲାଣ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୧୫ କ୍ୱିଣ୍ଟାଲ ୬୦ କେଜି ମହୁଲ ସହ ୪୦୭ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରାଯାଇଛି । ଘଟଣାରେ ଚାଲାଣକାରୀ ଡ୍ରାଇଭରକୁ ଗିରଫକରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଘଟଣା ପ୍ରକାରେ କନ୍ଧମାଳ ଜିଲ୍ଲା
Read More...

ପୁଣି କମିଲା ଆଇପିଏଲ ଟିଭି ରେଟିଂ

ନୂଆଦିଲ୍ଲୀ,୧୫/୪: ଆଇପିଏଲର ଟିଭି ରେଟିଂରେ ହ୍ରାସ ଧାରା ଜାରି ରହିଛି । ଏହାକୁ ନେଇ ବିସିସିଆଇ ଖୁବ ଚିନ୍ତିତ । ଦ୍ୱିତୀୟ ସପ୍ତାହରେ ବି ଟିଭି ରେଟିଂ ହ୍ରାସ ପାଇଛି । ପ୍ରଥମ ସପ୍ତାହରେ ଆଇପିଏଲ ଟିଭି ରେଟିଂରେ ୩୩ ପ୍ରତିଶତ ହ୍ରାସ ଘଟିଥିଲା । ଏହା ପରେ ଦ୍ୱିତୀୟ ସପ୍ତାହରେ ୨୮ ପ୍ରତିଶତ
Read More...