କାର୍ଯ୍ୟକ୍ଷମ ହେଉନି ବସୁଧା ଯୋଜନା,ପାନୀୟ ଜଳ ଅଭାବରେ ଛଟପଟ ସିର୍କି ଗ୍ରାମବାସୀ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକା ପଡ଼ି ପଞ୍ଚାୟତ ସିର୍କି ଗ୍ରାମ ୧୪୦ରୁ ଅଧିକ ପରିବାର ଥିବାବେଳେ ଜନସଂଖ୍ୟା ପ୍ରାୟ ୯୦୦ ରୁ ୧୦୦୦ ହେବ । ଏହି ଗ୍ରାମରେ ସରକାରଙ୍କ ବସୁଧା ଜଳ ଯୋଜନାରେ ଟାଙ୍କି ଥାଇ ମଧ୍ୟ ସମ୍ପୂର୍ଣ ଗ୍ରାମବାସୀ ଜଳ କଷ୍ଟରେ ଜୀବନ
Read More...

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୁସ୍ତକ ବଣ୍ଟନ

ବାଲିଗୁଡ଼ା: ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବଣ୍ଟନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦେଶୀ ନାୟକଙ୍କ ସହିତ ସିମନବାଡ଼ି ସରପଞ୍ଚ ଅମିତା ପ୍ରଧାନ ସରପଞ୍ଚ
Read More...

ମହାନ ଟେନିସ ଷ୍ଟାର ବୋରିସ ବେକରଙ୍କୁ ଅଢେଇ ବର୍ଷ ଜେଲ୍‌

ନୂଆଦିଲ୍ଲୀ : ଇନସଲଭେନ୍ସି ଆକ୍ଟର ବିଭିନ୍ନ ଧାରାରେ ବିଶ୍ୱ ଟେନିସ ଜଗତର ମହାନ ଖେଳାଳି ବୋରିସ ବେକରଙ୍କୁ କେତେକ ମାମଲାରେ ଅଢେଇ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଲଣ୍ଡନର ସାଉଥୱାର୍କ କ୍ରାଉନ କୋର୍ଟ ୪ଟି ଅଭିଯୋଗ ଉପରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ ସଜା ଶୁଣାଇବା ସହ ଜୋରିମାନା
Read More...

ଆମ୍ବୁଲାନ୍ସ ଲୋକାର୍ପିତ

ପୁରୀ: ଜିଲ୍ଲାପାଳ ସମର୍ଥ ବର୍ମା ଏକ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି । ଏହି ଆମ୍ବୁଲାନ୍ସକୁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା । ପରେ ଏହାକୁ ମୁଖ୍ୟ ଚିକିତ୍ସାଳୟକୁ ହସ୍ତାନ୍ତର କରାଯାଇଛି । ଏଥିରେ ବେସିକ ଲାଇଫ୍ ସପୋର୍ଟ ବ୍ୟବସ୍ଥା ରହିଛି । ଉକ୍ତ
Read More...

କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନରେ ଗତ ୧୦ ଦିନ ଧରି ଚାଲିଥିବା କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମର ଉଦ୍‌ଯାପିତ ହୋଇଯାଇଛି । ଗତ ୧୮.୦୪.୨୦୨୨ ଠାରୁ ଆରମ୍ଭ ହୋଇଥିବା କୁକୁଡା ପାଳନ ତାଲିମ
Read More...

ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷଙ୍କ ଗଜପତି ଗସ୍ତ

ପାରଳାଖେମୁଣ୍ଡି : ରାଜ୍ୟ ସରକାରଙ୍କ ଖାଦ୍ୟ କମିଶନ ଅଧ୍ୟକ୍ଷ ପି.କେ.ମେର୍କାପ ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ ଓ ଆଲୋଚନା କରିଫେରିଥିବାର ଜଣାପଡିଛି । ଶ୍ରୀ ମେର୍କାପଙ୍କ ସହ ରାଜ୍ୟ ଖାଦ୍ୟ କମିଶନର ସଭ୍ୟ ଡିଏନ୍‌ ପାଢୀ ଓ ମେମ୍ବର ସେକ୍ରେଟାରୀ ସିିବାନୀ ମହାନ୍ତି
Read More...

ସିଡିଏମ୍‌ଓଙ୍କ କଡା ନିର୍ଦ୍ଦେଶ, ବାସଭବନରେ ରୋଗୀ ଦେଖିପାରିବେନି ଡାକ୍ତର

ଦଶପଲ୍ଲା : ବହୁବର୍ଷ ଧରି ବାସଭବନରେ ରୋଗୀ ଦେଖି ଫିସ୍‌ ଆଦାୟ କରିବା ଭଳି ଚିରାଚରିତ ପ୍ରଥାରେ ଲାଗିଛି ଅଂକୁଶ । ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ କୌଣସି ଡାକ୍ତର ନିଜ ସରକାରୀ ବାସଭବନରେ ରୋଗୀଙ୍କଠାରୁ ଫି’ ଆଦାୟ କରି ଚିକିତ୍ସା ଯୋଗାଇବେ ନାହିଁ ବୋଲି ସିଡିଏମ୍‌ଓ ଡାକ୍ତର
Read More...

ଅଲେଖ ପହି ହେଲେ ନୟାଗଡର ନୂତନ ଏସପି

ଦଶପଲ୍ଲା : - ଗୃହ ବିଭାଗର ନିଷ୍ପତ୍ତି କ୍ରମେ ନୟାଗଡ଼ ଏସ୍‌ ପି ସିଦ୍ଧାର୍ଥ କଟାରିଆଙ୍କୁ ଖୋର୍ଦ୍ଧା ଏସପି ଭାବେ ବଦଳି କରାଯାଇଥିବା ବେଳେ ଖୋର୍ଦ୍ଧା ଏସ୍‌ପି ଅଲେଖ ପହିଙ୍କୁ ନୟାଗଡ଼କୁ ବଦଳି କରାଯାଇଛି । ଶ୍ରୀ ପହିଙ୍କ ଯୋଗଦାନ ପରେ ନୟାଗଡ ଆଇନ୍‌ ଶୃଂଖଳା ପରିସ୍ଥିତିରେ ବହୁ ପରିବର୍ତ୍ତନ
Read More...

ମିଳିତ ନାଗରିକ କମିଟି ପକ୍ଷରୁ ଉତ୍କଳ ଗୌରବଙ୍କ ଜୟନ୍ତୀ ପାଳିତ

ଫୁଲବାଣୀ:ଏପ୍ରିଲ ୨୮ତାରିଖ ଉତ୍କଳ ଗୌରବ ମଧୁସୂଦନଙ୍କୁ ଜନ୍ମ ଜୟନ୍ତୀ ଭାବେ ସମଗ୍ର ରାଜ୍ୟରେ ପାଳନ କରାଯାଇଛି । ମିଳିତ ନାଗରିକ କମିଟି ପକ୍ଷରୁ ସାମ୍ବାଦିକ ଭବନଠାରେ ଉତ୍କଳ ଗୌରବଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ସଦସ୍ୟମାନେ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜଣେ ସଚା
Read More...

କିଶୋରଙ୍କୁ କୋଭୋଭାକ୍ସ ଟିକା ଦେବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ : ଦେଶରେ କିଶୋରମାନଙ୍କୁ କରୋନା ନିରୋଧୀ ଟିକାକରଣ କ୍ଷେତ୍ରରେ ଆଉ ଏକ ସଫଳତା ମିଳିଛି । ୧୨-୧୭ ବର୍ଷର ପିଲାଙ୍କୁ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକା ଦେବାକୁ ଏନଟିଏଜିଆଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । କୋଭୋଭାକ୍ସକୁ ଅନୁମତି ମିଳିବା ପରେ କିଶୋରଙ୍କୁ
Read More...