୪ନଂ ୱାର୍ଡ ଗସ୍ତକଲେ ଏନ୍ଏସି ଅଧ୍ୟକ୍ଷା ପୁନମ୍ ପ୍ରୀୟଦର୍ଶିନୀ
ଦଶପଲ୍ଲା : ଗତକାଲି ଅପରାହ୍ନରେ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ ଓ ୪ନଂ ୱାର୍ଡ଼ କାଉନସିଲର ବୀଣାପାଣୀ ପାଣି ଦଶପଲ୍ଲା ୪ ନଂ ୱାର୍ଡର ଗୋପୀନାଥ ସାହି, ଦେଉଳ ମାଳିସାହି ଓ ଅମଲାପଡା ଅଂଚଳ ପରିଦର୍ଶନ କରି ପାନୀୟ ଜଳ, ଡ୍ରେନେଜ ବ୍ୟବସ୍ଥା, ସ୍ୱେରେଜ!-->…
Read More...
Read More...