ବାଜିଲା ୫-ଟି ଛାଟ, ନାମନେଲେ ୨ ଗ୍ରାମ ରୋଜଗାର ସେବକ

ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ୨ ଜଣ ଗ୍ରାମ ରୋଜଗାର ସେବକ (ଜିଆରସି)ଙ୍କୁ ଜିଲ୍ଲାପାଳ ଡା. ପୋମା ଟୁଡୁ ଚୁକ୍ତିଭିତ୍ତିକ ପଦବୀରୁ ବହିଷ୍କୃତ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ରଣପୁର ବ୍ଲକ ଅନ୍ତର୍ଗତ କୁଲାସର ଗ୍ରାମ ପଞ୍ଚାୟତର ପୂର୍ବତନ ଗ୍ରାମ ରୋଜଗାର ସେବକ ସୁଶାନ୍ତ କୁମାର ଦାସ ଯିଏ
Read More...

ଆସନ୍ତାକାଲିଠୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯିବେ । ତାଙ୍କର ଏହି ୫ ଦିନିଆ ଗସ୍ତ କାଳରେ ସେ ଏକାଧିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଅପରାହ୍ନ ସାଢେ ୧ଟାରେ
Read More...

ଜାଣନ୍ତୁ,ରାଷ୍ଟ୍ରପତି ପଦକୁ ନେଇ କ’ଣ କହିଲେ ମାୟାବତୀ

ନୂଆଦିଲ୍ଲୀ,୨୮/୪ : ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ,ତାହାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । କାରଣ ନିର୍ବାଚନ ଆଉ ଅଳ୍ପ ଦିନ ବାକି ଅଛି । ଏଭଳି ସମୟରେ ବିଏସପି ନେତ୍ରୀ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏମିତି କିଛି ମନ୍ତବ୍ୟ ଦେଇଛନ୍ତି,ଯାହା
Read More...

ଗତ ୮ ବର୍ଷରେ ଦେଶରେ ନିର୍ମାଣ ହୋଇଛି ୧୫୯ଟି କେନ୍ଦ୍ରୀୟ ବିଦ୍ୟାଳୟ

ନୂଆଦିଲ୍ଲୀ,୨୮/୪ : ଗତ ଆଠ ବର୍ଷ ମଧ୍ୟରେ ଦେଶରେ ୧୫୯ଟି କେନ୍ଦ୍ରୀୟ ବିଦ୍ୟାଳୟ ଖେଲାଯାଇଛି । ଆରଟିଆଇରେ ମଗାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି । ଏ ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେଇ ସରକାର ଯେଉଁ ସୂଚନା ଦେଇଛନ୍ତି ସେହି ସୂଚନା ମୁତାବକ, ନରେନ୍ଦ୍ର ମୋଦୀଙ୍କ ୮ ବର୍ଷ ଶାସନକାଳରେ ଦେଶରେ ମୋଟ
Read More...

ଖୁବଶୀଘ୍ର ଲାଗୁ ହେବ ନୂଆ ଶ୍ରମ ଆଇନ : ସପ୍ତାହକୁ ମିଳିବ ୩ ଦିନ ଛୁଟି

ନୂୂଆଦିଲ୍ଲୀ,୨୮/୪ : ଦେଶରେ ଖୁବଶୀଘ୍ର ୪ଟି ନୂଆ ଶ୍ରମ ଆଇନ ଲାଗୁ ହେବାକୁ ଯାଉଛି । ଏହା ଲାଗହେବା ପରେ ପ୍ରତି ସପ୍ତାହରେ ଗୋଟିଏ ନୁହେଁ ବରଂ ୩ଟି ସାପ୍ତାହିକ ଛୁଟି ମିଳିବ । ଏହି ସୂଚନା ଦେଇ କେନ୍ଦ୍ର ସରକାର କହିଛନ୍ତି ଯେ ଏହି ଆଇନ ଲାଗୁ କରିବାକୁ ଦେଶର ୯୦ ପ୍ରତିଶତ ରାଜ୍ୟ ପ୍ରସ୍ତୁତ ।
Read More...

ଦେଶରେ ୩ ହଜାର ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୮/୪ : ବିଶେଷଜ୍ଞମାନେ ଯାହା ଆଶଙ୍କା କରୁଛନ୍ତି,ଧୀରେ ଧୀରେ ତାହା ଘଟୁଛି । କରୋନା ସଂକ୍ରମଣ ଉଦବେଗଜନକଭାବେ ବଢୁଛି । ଗତ ଦଶ ଦିନ ଧରି ଦୈନିକ ସଂକ୍ରମଣ ଅଢେଇ ହଜାର ଉପରେ ରହିଆସିଥିବା ବେଳେ ଆଜି ପ୍ରଥମ ଥର ପାଇଁ ୩ ହଜାର ଅତିକ୍ରମ କରିଛି । ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା
Read More...

ଆସନ୍ତାକାଲିଠାରୁ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ଭକ୍ତ

ପୁରୀ : ସେବାୟତ ଓ ଭକ୍ତଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି । କେବଳ ସିଂହଦ୍ୱାର ନୁହେଁ ପଶ୍ଚିମ ଦ୍ୱାର ବାଟେ ଶ୍ରୀମନ୍ଦିର ଯାଇ ଭକ୍ତ ମାନେ ଆସନ୍ତାକାଲି ଠାରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଏଥିସହ ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ପବିତ୍ର ଅକ୍ଷୟ ତୃତୀୟା
Read More...

ବୀମାର ସୁବିଧା ନେଇପାରିବେ ରେଳଯାତ୍ରୀ : ଦୁର୍ଘଟଣାରେ ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ

ନୂଆଦିଲ୍ଲୀ,୨୮/୪ : କେନ୍ଦ୍ର ସରକାର ସବୁବେଳେ ରେଳଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇଆସୁଛନ୍ତି । ଏହ ଦିଗରେ ସରକାର ଆଉ ପାଦେ ଆଗକୁ ଯାଇଛନ୍ତି । ଆଗକୁ ସରକାର ଏଭଳି ଏକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି,ଯାହା ଯାତ୍ରମାନଙ୍କୁ ବିଶେଷଭାବରେ ଉପକୃତ କରାଇବ । ତାହା ହେଉଛି
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚସ୍ତରୀୟ ସର୍ବୋଚ୍ଚ ପ୍ରଶାସନିକ ଟିମ ଗଜପତି ଜିଲ୍ଲାର ଛେଳିଗଡ଼ ପ୍ରକଳ୍ପ…

ପାରଳାଖେମୁଣ୍ଡି : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ଏବଂ ୫-ଟି ଶାସନ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ୍ ଗଜପତି ଜିଲ୍ଲାଗସ୍ତ କରି ଛେଳିଗଡ ଜଳସେଚନ
Read More...

ଇଂଲଣ୍ଡର ଟେଷ୍ଟ ଅଧିନାୟକ ହେଲେ ବେନ୍‌ ଷ୍ଟୋକ୍ସ

ନୂଆଦିଲ୍ଲୀ, : ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଇଂଲଣ୍ଡର ଟେଷ୍ଟ ଟିମର ନୂଆ ଅଧିନାୟକ। ଜୋ ରୁଟଙ୍କ ଇସ୍ତଫା ପରେ ପରବର୍ତ୍ତୀ ଅଧିନାୟକ ଦୌଡରେ ଷ୍ଟୋକ୍ସ ନାଁ ସବୁଠୁ ଆଗରେ ରହିଥିଲା। ଗୁରୁବାର ଇଂଲଣ୍ଡ କ୍ରିକେଟ ବୋର୍ଡ ଷ୍ଟୋକ୍ସଙ୍କ ନାଁରେ ମୋହର ମାରିଛି। ଇଂଲଣ୍ଡ ଟେଷ୍ଟ ଟିମର ଅଧିନାୟକ
Read More...