ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେଲା ପରିବର୍ତ୍ତନ ଯାତ୍ରା

ସୁବର୍ଣ୍ଣପୁର : ଆଜିଠାରୁ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଉଲୁଣ୍ଡା ବ୍ଲକର, ତିକୁଡା ଗ୍ରାମର ହନୁମାନ ମନ୍ଦିରରୁ ପୂଜାର୍ଚ୍ଚନା କରି ସକାଳୁ ଆରମ୍ଭ ହେଲା ବଳଦେବ ବେଦବାକଙ୍କ ପରିବର୍ତ୍ତନ ଯାତ୍ରା । ଉଲୁଣ୍ଡା ବ୍ଲକର ତିକୁଡା, ପଣ୍ଡାଫାଳ ଓ ଘମଡିଆପାଲି ଆଦି ଗ୍ରାମକୁ ପରିବର୍ତ୍ତନ ଯାତ୍ରା
Read More...

ଜାଣନ୍ତୁ,ଶିଳ୍ପପତି ଏଲନ୍‌ ମସ୍କଙ୍କ ଭିତିରି ଉଦ୍ଦେଶ୍ୟ କ’ଣ

ନୂଆଦିଲ୍ଲୀ: ଶିଳ୍ପ ତଥା ବ୍ୟବସାୟ ଜଗତରେ ଏଭଳି ବହୁ ଟାଇକୁନ ଅଛନ୍ତି,ଯେଉଁମାନେ କହନ୍ତି ଗୋଟେ କଥା କରନ୍ତି ଆଉ ଗୋଟେ । ଅର୍ଥାତ ସେମାନଙ୍କର ଭିତିରି ଉଦ୍ଦେଶ୍ୟ ସେମାନେ ପ୍ରକାଶ କରିନଥାନ୍ତି । ଚାଲାକିର ସହ ତାହାକୁ ହାସଲ କରିଥାନ୍ତି । ତାହାର ଉଦାହରଣ ହେଉଛନ୍ତି ବିଜନେସ ଟାଇକୁନ ଏଲନ ମସ୍କ
Read More...

ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଡଃ. ବି. ଆର୍‌. ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ବୁଥ, ମଣ୍ଡଳ ଓ ଜିଲ୍ଲା ସ୍ତରରେ ମହା ସମାରୋହରେ ପାଳନ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ସକାଳେ ଡଃ. ବି. ଆର୍‌. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
Read More...

ପ୍ରତୀକ୍ଷାର ଅନ୍ତ : ଶେଷରେ ପତି-ପତ୍ନୀ ହେଲେ ରଣବୀର-ଆଲିଆ

ମୁମ୍ବାଇ : ସବୁ ଗୁଜବ,କଳ୍ପନାଜଳ୍ପନା ଓ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ । ଆଲିଆଙ୍କ ମଥାରେ ସିନ୍ଦୂର ଭରି ନୂତନ ଜୀବନର ଯାତ୍ରା ଆରମ୍ଭ କରିଛନ୍ତି ରଣବୀର । ଦୀର୍ଘ ୫ ବର୍ଷ ଧରି ଚର୍ଚ୍ଚାରେ ଥିବା ଏହି
Read More...

ମେରୁଯାତ୍ରା ଉଦଯାପିତ, ବହୁ ସଂଖ୍ୟାରେ ଭକ୍ତମାନଙ୍କ ସମାଗମ

ହରଭଙ୍ଗା :ଆଜି ପବିତ୍ର ଚୈତ୍ରମାସର ବିଷୁବ ସଂକ୍ରାନ୍ତି । ଏହାକୁ ଗଣ ଭାଷାରେ ମେରୁ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ଏହି ଚୈତ୍ର ମାସ ଏକ ପବିତ୍ର ଶୈବ ଓ ଶାକ୍ତ ଏବଂ ଧାର୍ମିକ ମାସ । ଗଣପର୍ବ ଦଣ୍ଡ ଯାତ୍ରା ଏହି ମାସରେ ଗାଁଠୁ ସହର ସବୁଠି ପାଳିତ ହୋଇଥାଏ ।
Read More...

ସ୍କାଇମେଟ ପରେ ଆଇଏମଡି ଦେଲା ଏହି ଖୁସି ଖବର

ନୂଆଦିଲ୍ଲୀ,୧୪/୪ : ଭାରତରେ ଏବର୍ଷ ପାଣିପାଗ କିପରି ରହିବ,ସେନେଇ ଗତ ୧୨ ତାରିଖରେ ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ ତା’ର ପୂର୍ବାନୁମାନ ରିପୋର୍ଟ ପ୍ରକାଶ କରିଥିଲା । ଏବର୍ଷ ମୌସୁମୀ ସ୍ୱାଭାବିକ ରହିବ ଏବଂ ମରୁଡ଼ି ପରିସ୍ଥିତି ଦେଖାଦେବ ନାହିଁ ବୋଲି ଏହି ରିପୋର୍ଟରେ କର୍ଶାଯାଇଛି । ଏହାର
Read More...

ମାନବାଧିକାର ପ୍ରସଙ୍ଗରେ ଆମେରିକାକୁ ଏଭଳି ଢଙ୍ଗରେ ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ,୧୪/୪ : ଭାରତରେ ମାନବିକ ଅଧିକାର ଉଲ୍ଲଂଘନ ନେଇ ନିକଟରେ ଆମେରିକା ଦେଇଥିବା ବିବୃତିକୁ ନେଇ ଭାରତ ଅସନ୍ତୋଷ ପ୍ରକାଶ କରିବା ସହ ଆମେରିକାକୁ ଦୃଢ ଜବାବ ଦେଇଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି ବିବୃତି ରଖି କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ନିକଟରେ ହୋଇଥିବା
Read More...

ଟ୍ରକ ଚକା ତଳେ ଚାପି ହୋଇଗଲେ ବାଇକ ଚାଳକ

ଭୁବନେଶ୍ୱର : ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ଚଳା ତଳେ ଚାପି ହୋଇ ଜଣେ ବାଇକ ଚାଳକଙ୍କ ଜୀବନ ଯାଇଥିବା ଜଣାପଡିଛି । ଖବର ଅନୁଯାୟୀ ଜାତୀୟ ରାଜପଥର ଜଟଣୀ ଗେଟ ନିକଟରେ ଏହି ଘଟଣା ଘଟିଛି । ଖୋର୍ଦ୍ଧାରୁ ଭୁବନେଶ୍ୱର ଆଡକୁ ଏକ ମୋଟର ସାଇକେଲରେ ଖୋର୍ଦ୍ଧା ଟାଙ୍ଗିଆପଡାର ପ୍ରମୋଦ
Read More...

ନୂଆ ରୂପରେ ଲୋକାର୍ପିତ ହେଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ

ନୂଆଦିଲ୍ଲୀ,୧୪/୪ : ଅତ୍ୟାଧୁନିକ ବୈଷୟିକ ବ୍ୟବସ୍ଥା ଓ ନୂଆ ରୂପରେ ବିକଶିତ ‘ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ’ ଆଜି ଉଦ୍‌ଘାଟିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲୋକାର୍ପିତ ଏହି ସଂଗ୍ରହାଳୟରେ ୧୪ ଜଣ ପ୍ରଧାନମନ୍ତ୍ରୀଙ୍କ ସଂପର୍କରେ ବିସ୍ତୃତ ତଥ୍ୟ ସ୍ଥାନିତ ହୋଇଛି ।
Read More...

ନୀଳମାଧବ ପୀଠ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ, ଉନ୍ନତିକରଣ କାମ ସମ୍ପର୍କରେ ସ୍ଥାନୀୟ ଲୋକ ଓ ସେବାୟତଙ୍କ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ ଆଜି କଣ୍ଟିଲୋ ନୀଳମାଧବ ପୀଠ ପରିଦର୍ଶନରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୀଠର ଉନ୍ନତି ସମ୍ପର୍କରେ ସ୍ଥାନୀୟ ଲୋକ ଓ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ ।
Read More...