ସୁପରମାର୍କେଟରେ ଗୁଳିକାଣ୍ଡ, ୧୦ ମୃତ

ନ୍ୟୁୟର୍କ: ଆମେରିକାରେ ଗୁଳିକାଣ୍ଡ, ୧୦ ଜଣଙ୍କର ମୃତ୍ୟୁ ୩ ଆହତ । ଆମେରିକାର ନ୍ୟୁୟର୍କର ବଫଲୋ ସୁପରମାର୍କେଟରେ ଏହି ଗୁଳିକାଣ୍ଡ ଘଟିଥିବା ଜଣାପଡିଛି । ଗୁଳିମାଡ ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବାଫାଲୋ ପୋଲିସ ଟ୍ବିଟ କରି ସୂଚନା ଦେଇଛି । ଗୁଳିକାଣ୍ଡ ନେଇ ଆମେରିକା ରାଷ୍ଟ୍ରପତି ଜୋ
Read More...

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଦାନାବାନ୍ଧୁଛି ଆଉ ଏକ ଲଘୁଚାପ । ଗୋଟିଏ ଲଘୁଚାପ ଓ ଚଳିତ ବାତ୍ୟା ଭୟ ଯିବାର ସପ୍ତାହେ ନପୂରୁଣୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଉ ଏକ ଲଘୁଚାପ ସୃଷ୍ଟିହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ଚଳିତ ମାସ ୧୯ ସୁଦ୍ଧା ଏହି ଲଘୁଚାପ
Read More...

ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି:ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଉନ୍ନିତ ଉଚ୍ଚ ବିଦ୍ୟାଳୟ ଚଟୁଅନକାର ପ୍ରଧାନ ଶିକ୍ଷକ ଜଗତରାମ ତାଣ୍ଡୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ସଭା ପରିଚାଳନା ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ
Read More...

ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୨

ନବରଙ୍ଗପୁର : ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ସଂଜୀବ ଦୁବେ ଅଧ୍ୟକ୍ଷତାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୨ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲା ଜଜ ସଂଜୀବ ଦୁବେ
Read More...

ନୃସିଂହ ଚତୁର୍ଦ୍ଦିଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ଉଦଘାଟିତ

ପାଟଣାଗଡ଼ : ପ୍ରସିଦ୍ଧ ହରିଶଙ୍କର ନୃସିଂହ ଚତୁର୍ଦ୍ଦୁଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ଶନିବାର ଉଦଘାଟିତ ହୋଇଯାଇଛି । ପାପ ନାଶିନୀ ଝରଣାରୁ ପୂର୍ଣ୍ଣ କଳସ ଆଣି ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । ବିଶ୍ୱଶାନ୍ତି ମହାଯଜ୍ଞର କଳସ ଶୋଭାଯାତ୍ରାରେ ଉପଜିଲ୍ଲାପାଳ ଡ଼. ବିଜୟା ନନ୍ଦ
Read More...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ରାଜମିସ୍ତ୍ରୀଙ୍କ ମୃତ୍ୟୁ

ଫୁଲବାଣୀ: ଘର କାମ କରୁଥିବା ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ରାଜ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଫୁଲବାଣୀ ସଦର ମହକୁମା କଣ୍ଟ୍ରାକ୍ଟର ପଡ଼ାଠାରେ କିଛିଦିନ ହେଲା ଗୋଟଏ ଘର କାମ ଚାଲିଥିଲା । ଖଜୁରୀପଡ଼ା ବ୍ଲକର ବେଡ଼ାଙ୍ଗପାଜୁ ଗ୍ରାମର
Read More...

ଆଉ ନାହନ୍ତି ଆଣ୍ଡ୍ରୁ ସାଇମଣ୍ଡସ୍‌, କାର୍‌ ଦୁର୍ଘଟଣାରେ ଚାଲିଗଲା ଜୀବନ

ସିଡ୍‌ନୀ: କ୍ରୀଡ଼ା ଜଗତ ପାଇଁ ପୁଣି ଥର ବଡ଼ ଦୁଃଖଦ ଖବର ଆସିଛି । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡସ୍‌ଙ୍କ ପରଲୋକ ହୋଇଯାଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ସାଇମଣ୍ଡସ୍‌ ଶନିବାର ରାତିରେ ଟାଉନ୍ସଭିଲେରେ ଏକ କାର ଦୁର୍ଘଟଣାର ସାମ୍ନା କରିଛନ୍ତି । ତାଙ୍କୁ ୪୬
Read More...

ଭୁଲିଆ (ମେହେର) ସମାଜ ବିକାଶ ପରିଷଦ ପକ୍ଷରୁ ନିଶୁଳ୍କ ଅନ୍ନ ସେବା

ପାଟଣାଗଡ଼ : ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ହରିଶଙ୍କର ଐତିହାସିକ ବୈଶାଖ ମେଳା ଆରମ୍ଭ ହୋଇଯାଇଛି । ଗତ ଦୁଇ ବର୍ଷ ଧରି କରୋନା ମହାମାରୀ କଟକଣା ଯୋଗୁଁ ମେଳା ବନ୍ଦ ରହିଥିଲା ଚଳିତ ବର୍ଷ ହରିଶଙ୍କର ବୈଶାଖ ମେଳା ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ ।
Read More...

୩କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ପୁରୀ : ପୁରୀ ପୋଲିସ ଓ ଏସଟିଏଫକୁ ବଡ ସଫଳତା । ଧରାହେଲା ୩ କେଜିର ବ୍ରାଉନ ସୁଗାର । ଯାହାର ଆନୁମାନିକ ବଜାର ମୁଲ୍ୟ ତିନି କୋଟିରୁ ଅଧିକ ଟଙ୍କା । ବ୍ରାଉନ ସୁଗାର କିଙ୍ଗପିନ୍‌ ନଣ୍ଡା ଓରଫ ସୁଶାନ୍ତ ପଟ୍ଟନାୟକ ସହ ତାର ଅନ୍ୟ ଦୁଇ ସହଯୋଗୀ ରାଜ କିଶୋର ସାହୁ, ମାନସ ସାହୁକୁ ଗିରଫ କରିଛି
Read More...

ଭିଜିଲାନ୍ସ ଜାଲରେ ରାୟଗଡା ଜିଲ୍ଲା ଅବକାରୀ ଅଧୀକ୍ଷକ

ରାୟଗଡା : ୬ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରାୟଗଡ ଅବକାରୀ ଅଧିକ୍ଷକ ନିନା ବେଉରା । ରାୟଗଡ଼ାରୁ ଭୁବନେଶ୍ୱର ଯିବା ସମୟରେ ଧରିଲା ଓଡିଶା ଭିଜିଲାନ୍ସ ଟିମ । ଜବତ ନଗଦ ୬ ଲକ୍ଷ ଟଙ୍କା ବିଷୟରେ ସେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ନିନାଙ୍କୁ ଗିରଫ
Read More...