ବିସିସିଆଇ ନିଷ୍ଫତ୍ତି : ଟି-୨୦ ସିରିଜ ପୂର୍ବରୁ ଫିଟନେସ ପରୀକ୍ଷା ଦେବେ ଖେଳାଳି

ନୂଆଦିଲ୍ଲୀ: ଆଗକୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟି-୨୦ ସିରିଜ୍‌ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ ବିସିସିଆଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁଯାୟୀ,ଟି-୨୦ ସିରିଜରେ ସାମିଲ୍‌ ଖେଳାଳିଙ୍କୁ ଫିଟନେସ୍‌ ଟେଷ୍ଟ ଦେବାକୁ ପଡିବ ।…
Read More...

ଆର୍ଯ୍ୟନଙ୍କୁ କ୍ଲିନଚିଟ ପରେ ହରଡ଼ଘଣାରେ ୱାଙ୍ଖଡେ଼

ମୁମ୍ବାଇ:ମୁମ୍ବାଇ କ୍ରୁସ ଡ୍ରଗ୍ସ ମାମଲାରେ ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ କ୍ଲିନ୍‌ଚିଟ୍‌ ମିଳିବା ପରେ ସମୀର ୱାଙ୍ଖଡେ଼ଙ୍କ ପ୍ରତି ଅଡୁଆ ବଢିଛି । ମାମଲାରେ ଉଚିତ୍‌ ତଦନ୍ତ ହୋଇ ନଥିବାରୁ ସମୀର ୱାଙ୍ଖଡେ଼ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
Read More...

ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖିଲେ ଓପିଏସସି

କଟକ : ସୁପ୍ରିମକୋର୍ଟଙ୍କ ତାଗିଦ ଏବଂ ବ୍ୟାପକ ହୋ-ହଲ୍ଲା ପରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖିଛନ୍ତି ଓଡିଶା ଲୋକସେବା ଆୟୋଗ(ଓପିଏସସି) । ଆୟୋଗ ପକ୍ଷରୁ ଆଜି ଏନେଇ ଏକକାଳୀନ ଦୁଇଟି ନୋଟିସ୍‌ ଜାରି ହୋଇଛି । ଫିଜିକ୍ସରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ନିମନ୍ତେ ଆସନ୍ତା ଜୁନ୍‌ ୪…
Read More...

ବିଦେଶୀ ନକଲି ମଦ ଜବତ ଘଟଣା, ମୁଖ୍ୟ କାର୍ପଟଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ

ପାଟଣାଗଡ଼:ଗତକାଲି ପାଟଣାଗଡ଼ ଅବକାରୀ ବିଭାଗ ଓ ଅବକାରୀ ଭିଜିଲାନ୍ସ ବିଭାଗ ସମ୍ବଲପୁରର ମିଳିତ ଚଢ଼ାଉ ରେ ଖପ୍ରାଖୋଲ ଓ ପାଟଣାଗଡ଼ ବିଦେଶୀ ମଦ ଦୋକାନରୁ ବିପୁଳ ପରିମାଣର ବିଦେଶୀ ନକଲି ମଦ ଜବତ କରାଯାଇଛି । ଏଥିରେ ପାଟଣାଗଡ଼ ଓ ଖପ୍ରାଖୋଲ ଦୁଇ ବିଦେଶୀ ମଦ ଦୋକାନର ଦୁଇ ଜଣ କର୍ମଚାରୀଙ୍କୁ…
Read More...

ଜ଼ିଲ୍ଲା କଳା ସଂସ୍କୃତି ସଂଘର ବୈଠକ, ବ୍ଲକ ଉପ ସଭାପତିଙ୍କୁ ପରିଚୟ ପତ୍ର ପ୍ରଦାନ

ବାଲିଗୁଡା: କନ୍ଧମାଳ ଜ଼ିଲ୍ଲା ଫୁଲବାଣୀ ସ୍ଥିତ ସଂସ୍କୃତି ଭବନରେ ନବ ନିଯୁକ୍ତ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜ଼ିଲ୍ଲା ସଂସ୍କୃତି ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଜ଼ିଲ୍ଲାର ବାରଗୋଟି ବ୍ଲକର ଉପ ସଭାପତିମାନଙ୍କୁ ପରିଚୟ ପତ୍ର…
Read More...

ବିଶେଷଜ୍ଞ କମିଟି (ଶିଶୁ ସୁରକ୍ଷା)ର ଉପ କାରାଗାର ପରିଦର୍ଶନ

ସୁବର୍ଣ୍ଣପୁର: ଓଡିଶା ସରକାରଙ୍କ ଗୃହ ବିଭାଗ ଦ୍ୱାରା ମନୋନୀତ ବିଶେଷଜ୍ଞ କମିଟି (ଶିଶୁ ସୁରକ୍ଷା ) ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ସୋନପୁର ଉପକାରାଗାର ପରିଦର୍ଶନ କରିଛନ୍ତି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା ସସ୍ମିତା ମିଶ୍ରଙ୍କ ତତ୍ତ୍ୱାବଧାନରେ କମିଟିର…
Read More...

ଲଲାଟ ମୋହନ ପଟ୍ଟନାୟକଙ୍କୁ ଧର୍ମପଦ ପୁରସ୍କାର

ଭୁବନେଶ୍ୱର,୨୭/୫: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୨୧ ବର୍ଷ ପାଇଁ ଆଜି ଧର୍ମପଦ ପୁରସ୍କାର ଘୋଷଣା କରାଯାଇଛି । ଏହି ବର୍ଷ ପାଇଁ ଧର୍ମପଦ ପୁରସ୍କାର ପାଇବେ ବରିଷ୍ଠ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକ । ସେହିପରି ଶିଳ୍ପୀ ସମ୍ୱର୍ଦ୍ଧନା…
Read More...

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ବାଲିଗୁଡ଼ା:ସାପ କାମୁଡାରେ ୩୩ ବର୍ଷର ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଘରେ ଶୋଇଥିବା ବେଳେ ରାତି ପ୍ରାୟ ୧୧ଟା ସମୟରେ ସାପ କାମୁଡିଥିଲା । ଯାହା ସୂଚନା ରହିଚି ଭବାନୀପାଟଣା ମଣ୍ଡରବଗିଚାର ପବିତ୍ର କୁମାର ସିଂଙ୍କ ସ୍ତ୍ରୀ ମାନସିନୀ ସିଂ ବାଲିଗୁଡା ନିଜ ବାପା ଘର ବୁଲି ଆସିଥିଲେ ।…
Read More...

ନଦୀକୁ ଖସିପଡିଲା ସେନା ଗାଡି, ୭ ଜବାନ ସହିଦ

ଲଦାଖ : ଲଦାଖରେ ଏକ ବଡ଼ ଦୁର୍ଘଟଣା ଘଟିଛି । ସ୍ଥଳ ସେନାର ଏକ ଗାଡି ସ୍ୱୋକ୍‌ ନଦୀକୁ ଖସି ପଡିଛି । ଏହି ଦୁର୍ଘଟଣାରେ ୭ଜଣ ସେନା କର୍ମଚାରୀ ସହିଦ ହୋଇଛନ୍ତି । ଆହୁରି ଅନେକ ଯବାନ ଆହତ ହୋଇଥିବା କୁହାଯାଉଛି । ଅଧିକ ଗୁରୁତର ଆହତଙ୍କୁ ବାୟୁସେନା ସହାୟତାରେ ଉଦ୍ଧାର କରାଯାଇଛି । କୁହାଯାଉଛି…
Read More...

ଡ୍ରେନରେ ଫଶି ରହିଥିବା ଷଣ୍ଢକୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ସମ୍ବଲପୁର : ସ୍ଥାନୀୟ ଦେହେରୀପାଲି ସାଣ୍ଡିଲ୍ୟ କଲେଜ ନିକଟରେ ଆଜି ଏକ ଷଣ୍ଢ ଅନ୍ୟ ଏକ ଷଣ୍ଢ ସହ ଲଢିବା ପରେ ଡ୍ରେନରେ ଖସି ପଡିଥିଲା ଓ ସେଠାରେ ଫଶି ରହିଯାଇଥିଲା । ସ୍ଥାନୀୟ ସୂତ୍ରରୁ ଏବିଷୟରେ ଶୁଣି ଜାଣିବା ପରେ ଏହି ଅଂଚଳରେ ନିଯୁକ୍ତ ସମ୍ବଲପୁର ନଗର ନିଗମ ସଫେଇ ଜମାଦାର ସଙ୍ଗେ ସଙ୍ଗେ…
Read More...